Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଜାଡ଼ ମାଡ଼ରେ ଥରୁଛି ଓଡ଼ିଶା ; ଆଭ୍ୟନ୍ତରୀଣରୁ ଉପକୂଳ ସବୁଠି ଅସମ୍ଭାଳ ଶୀତ, ୧୦ଡିଗ୍ରୀ ତଳେ ରହୁଛି ୨୦ଟି ସହରର ତାପମାତ୍ରା

1/01/2019 at 8:48 AM

ଭୁବନେଶ୍ବର ୦୧|୦୧: ରେକର୍ଡ ଭାଙ୍ଗିଛି ଶୀତ । ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ସାରା ରାଜ୍ୟରେ ଅସହ୍ୟ ଜାଡ । ଅସହ୍ୟ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଅନୁଭୂତ ହେଉଥିବା ବେଳେ ବେଳେ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ଲାଗି ରହୁଛି । ଯାହା ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି କରୁଛି। ୧୦ଡିଗ୍ରୀ ତଳେ ରହୁଛି ୨୦ଟି ସହରର ତାପମାତ୍ରା । ଫୁଲବାଣୀ, ଜି.ଉଦୟଗିରି, ଦାରିଙ୍ଗବାଡ଼ି, କେନ୍ଦୁଝରରେ ତୁଷାରପାତ ହେଉଛି । ଦାରିଙ୍ଗବାଡିରେ ପାରଦ ଖସି 4 ଡିଗ୍ରୀରେ ପହଞ୍ଚିଛି । ଥଣ୍ଡାର ମଜା ନେବା ପାଇଁ ଲୋକମାନେ ବୁଲିଲା ବେଳେ ତୁଷାର ପାତ ଦେଖି ରୁଣ୍ଡ ହୋଇଯାଉଛନ୍ତି । ଆହୁରି ୬ରୁ ୭ ଦିନ ଏପରି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

   Related Posts