ବଦଳିଲା ବୁଧଙ୍କ ଗତି : ଆସନ୍ତାକାଲିଠୁ ଏହି ୬ଟି ରାଶିର ବ୍ୟକ୍ତିମାନଙ୍କ ଆରମ୍ଭ ହେବ ଭଲ ଦିନ

Published By : Prameya-News7 Bureau | December 10, 2019 IST

ଶାସ୍ତ୍ର ଅନୁସାରେ ବହୁତ ଦିନ ପରେ ବୁଧଙ୍କ ଚଳନରେ ପରିବର୍ତ୍ତନ ହୋଇଛି । ଯାହାଦ୍ବାରା କିଛି ରାଶିର ବ୍ୟକ୍ତିବିଶେଷ ଫାଇଦାରେ ରହିବେ , ଏହାଦ୍ବାରା ସେମାନଙ୍କ ଜୀବନରେ ଭଲ ସମୟ ଆସିପାରେ । ଆସନ୍ତା ୧୧ତାରିଖ ପରେ ସେମାନେ ଦେଖୁଥିବା ସ୍ବପ୍ନ ସତ ହେବାକୁ ଯାଉଛି ।  

ଆସନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାଣିବା ପାଇଁ ଚେଷ୍ଟା କରିବା ସେହି ରାଶି ବିଷୟରେ କି ଯେଉଁ ବ୍ୟକ୍ତିଙ୍କ ରାଶିରେ ବୁଧଚଳନ ଦ୍ବାରା ପରିବର୍ତ୍ତନ ହୋଇ ଜୀବନରେ ଭଲ ଦିନ ଆସିପାରେ । ମିଥୁନ ଓ ବୃଷ ରାଶି, ଶାସ୍ତ୍ର ଅନୁସାରେ ବୁଧ ଚଳନ ପରିବର୍ତ୍ତନ ଯୋଗୁଁ ମିଥୁନ ଓ ବୃଷ ରାଶିର ବ୍ୟକ୍ତିମାନେ ଲାଭରେ ରହିପାରନ୍ତି । ୧୧ ତାରିଖ ପରେ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଭଲ ସମୟର ଆଗମନ ହୋଇପାରେ ।  ଏମାନଙ୍କ ସମସ୍ତ ସମସ୍ୟାର ଅନ୍ତ ହେବା ସହ ସମସ୍ତ ସ୍ବପ୍ନ ସତ ହୋଇପାରେ । ପ୍ରେମ ଓ ଟଙ୍କା କାରବାର ପ୍ରମୋସନ ମିଳିବାର ସମ୍ଭାବନା ରହିଛି ।  

ରାଶିର ବ୍ୟକ୍ତିମାନେ ଇଚ୍ଛାକରିଥିବା ଆଶା ପୂରଣ ହେବାର ସମ୍ଭାବନା ରହିଛି ଏଥିପାଇଁ ଗଣେଷଙ୍କ ପୂଜାର୍ଚ୍ଚନା କରିବା ଭଲ ହେବ ।

କନ୍ୟା ଓ ତୁଳା- ବୁଧ ଚଳନରେ ପରିବର୍ତ୍ତନ ଯୋଗୁଁ କନ୍ୟା ଓ ତୁଳା ରାଶିର ବ୍ୟକ୍ତିଙ୍କ ଜୀବନରେ ଶୁଭ ଦିନ ଆସିପାରେ । ଆସନ୍ତା ୧୧ତାରିଖ ପରେ ଏହି ବ୍ୟକ୍ତିମାନଙ୍କ ଜୀବନରେ ଭଲ ସମୟ ଆସିବ ।ଚତୁପାର୍ଶରୁ ଖୁସିର ଖବର ପାଇବେ । ଆର୍ଥିକ ସ୍ଥିତି ମଧ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ରାଶିର ବ୍ୟକ୍ତିମାନେଏହି ସମୟରେ ଜୀବନରେ ସଫଳତା ପାଇପାରନ୍ତି। ଧନସମ୍ପତ୍ତି ବୃଦ୍ଧି ପାରିପାରେ । ଜୀବନରେ ଭଲ ସମୟ ଆସିବାର ସମ୍ଭାବନା ରହିଛି । ଆପଣ ଗଣେଷଙ୍କୁ ଆରାଧାନ କରନ୍ତୁ ।

  କୁମ୍ଭ ଓ ମକର – ଶାସ୍ତ୍ର ଅନୁସାରେ ବୁଧ ଚଳନ ଦ୍ବାରା କୁମ୍ଭ ଓ ମକର ରାଶିର ବ୍ୟକ୍ତିମାନଙ୍କୁ ଲାଭ ହିଁ ଲାଭ ହେବାର ସମ୍ଭାବନା ରହିଛି । ଦେଖୁଥିବା ସ୍ବପ୍ନ ପୂରଣ ହୋଇପାରେ । ୧୧ ତାରିଖ ପରେ ଜୀବନରେ ଭଲ ସମୟ ଆସିବ । କ୍ୟାରିୟର କ୍ଷେତ୍ରରେ ଇଚ୍ଛାମୁତାବକ ସଫଳତା ମିଳିପାରେ । ଏମାନଙ୍କ କରିଥିବା ପରିଶ୍ରମର ଫଳ ନିଶ୍ଚିନ୍ତ ମିଳିପାରେ ।  ଧନ ଓ ସମ୍ପତ୍ତର ଅଚନାକ ଭାବେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଦୈନଦିନ ଜୀବନରେ ମହାପ୍ରଭୁ ଗଣେଷଙ୍କ ଆର୍ଶୀବାଦ ରହିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.