ଟାୱାର ଉପରେ ଚଢ଼ିଗଲେ ମାନସିକ ବିକୃତ ଯୁବକ: ୩ ଘଣ୍ଟା କସରତ ପରେ ଅଗ୍ନିଶମ ବିଭାଗ କଲା ଉଦ୍ଧାର

Published By : Prameya-News7 Bureau | April 08, 2019 IST

ନୂଆପଡା ୮/୪ : ନୂଆପଡାରେ ଜଣେ ଯୁବକର ଉନ୍ମୁତ କାଣ୍ଡ | ନୂଆପଡା ଆରଟିଓ ଅଫିସ ପରିସରରେ ଥିବା ଟାୱାର ଉପରେ ଚଢିଯାଇଥିଲା ଯୁବକ | ଯୁବକ ଖଡିଆଳ ଥାନା ବରପଦର ଗାଁର ଗୋପବନ୍ଧୁ ବେହେରା | ଦୀର୍ଘ ୩ ଘଣ୍ଟା କସରତ ପରେ ନୂଆପଡା ଅଗ୍ନିଶମ ବିଭାଗ ଓ ପୋଲିସ ଯୁବକକୁ ଉଦ୍ଧାର କରିଥିଲେ | ଯୁବକର ସାମାନ୍ୟ ମାନସିକ ବିକୃତ ଥିବା ଅନୁମାନ କରାଯାଉଛି | ଏନେଇ ନୂଆପଡା ଥାନା ଅଧିକାରି ସୁଚନା ଦେଇଛନ୍ତି |

{"id":101347,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.