Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ମାନସିକ ଭିନ୍ନକ୍ଷମ ଯୁବତୀଙ୍କ ପ୍ରତି ଗଣ ଦୁଷ୍କର୍ମ, ୭ କିଶୋର ଗିରଫ

8/11/2019 at 6:51 PM

ଇରାବଡୀ:  ତାମିଲନାଡୁ ରାମନାଥ ପୁରମ ନିକଟସ୍ଥ ଇରାବଡୀରେ ଜନୈକା ମାନସିକ ଭିନ୍ନକ୍ଷମ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଯୁବତୀ ସ୍ଥାନୀୟ ଦରଘାକୁ ଯାଇଥିବା ବେଳେ କିଛି କିଶୋର ତାଙ୍କୁ ନିକଟସ୍ଥ ବୁଦାକୁ ଟାଣି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆଧାରରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ସମସ୍ତ ଅଭିୟୁକ୍ତ କିଶୋର ବୋଲି ପୋଲିସ ସୂଚନା ଦେଇଛି। ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପୋଲିସ ସୂଚନା ଅନୁସାରେ ୨୨ ବର୍ଷ ବୟସ୍କା ମାନସିକ ଭିନ୍ନକ୍ଷମ ଯୁବତୀ ତାଙ୍କ ପିତାଙ୍କ ସହ ରୁହନ୍ତି। ତେବେ ପିତା ତାଙ୍କୁ ଦରଘାକୁ ନେଇଯାଇଥିବା ବେଳେ ଯୁବତୀ ଦୁର୍ବୃତ୍ତଙ୍କ ଶିକାର ହୋଇଛନ୍ତି। ପୋଲିସ ଏବେ ଅଭିଯୁକ୍ତମାନଙ୍କୁ ପଚରା ଉଚରା କରୁଛି। ତେବେ ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ହୋଇଥିବା ଥାନା ଆଇଆଇସି କହିଛନ୍ତି।  

   Related Posts