ପୁରୁଷମାନେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୩ଟି ଫଳ : ନଚେତ୍ ପଡ଼ିବେ ଅସୁବିଧାରେ

Published By : Prameya-News7 Bureau | March 23, 2019 IST

ପ୍ରକୃତିରୁ ମିଳୁଥିବା ସବୁ ଜିନିଷ ଫଳ କିମ୍ବା ଚେର ମୂଳି ସବୁଥିରେ କିଛି ନା କିଛି ଗୁଣ ରହିଥାଏ ଯାହା ମନୁଷ୍ୟ ଶରୀରକୁ ପ୍ରଭାବିତ କରିଥାଏ। କିନ୍ତୁ ଏପରି କେତେକ ଫଳ ରହିଛି ଯାହା ନିୟମିତ ଭାବେ ସେବନ କଲେ ପୁରୁଷଙ୍କ ଶରୀର ପ୍ରତି କ୍ଷତିକାରକ ପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା ଏହି ୩ଟି ଫଳ ବିଷୟରେ

{"id":95930,"width":592,"height":333}

୧.ଅଁଳା: ଅଁଳା ଏକ ଅତ୍ୟନ୍ତ ଉପଯୋଗୀ ଫଳ। ଅଁଳା ନିୟମିତ ସେବନ କଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ। କିନ୍ତୁ ପୁରୁଷମାନେ  ଅଁଳା ନିୟମିତ ସେବନ କଲେ ତାଙ୍କ ପୈାରୁଷତ୍ବ କମିଯାଇଥାଏ।

{"id":95931,"width":594,"height":311}

୨.କଦଳୀ ଚେର: ଏହି କଥା ତ ସମସ୍ତେ ଜାଣିଥିବେ ଯେ ଯଦି କଦଳୀ ଚେରର ରସକୁ ଯଦି ପୁରୁଷଙ୍କୁ ପିଇବାକୁ ଦିଆଯାଏ ତେବେ ପୁରୁଷଙ୍କ ପୈାରୁଷତ୍ବ ହ୍ରାସ ପାଇଥାଏ। କାରଣ କଦଳୀ ଚେରର ରସ ଶରୀରର କେତେକ ବିଶେଷ ଅଙ୍ଗକୁ ଥଣ୍ଡା କିମ୍ବା ନିଷ୍କ୍ରିୟ କରିଦେଇଥାଏ।

{"id":95932,"width":593,"height":333}

୩.ଆମ୍ବ ଆଚାର: ପୁରୁଷମାନେ ଖଟା ଆମ୍ବ ଖାଇବା ଅନୁଚିତ୍ କାରଣ ନିୟମିତ ଆମ୍ବ ଆଚାର ଖାଇଲେ ପୈାରୁଷତ୍ବ ହ୍ରାସ ପାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.