Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ପୁରୁଷମାନେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୩ଟି ଫଳ : ନଚେତ୍ ପଡ଼ିବେ ଅସୁବିଧାରେ

23/03/2019 at 11:26 AM

ପ୍ରକୃତିରୁ ମିଳୁଥିବା ସବୁ ଜିନିଷ ଫଳ କିମ୍ବା ଚେର ମୂଳି ସବୁଥିରେ କିଛି ନା କିଛି ଗୁଣ ରହିଥାଏ ଯାହା ମନୁଷ୍ୟ ଶରୀରକୁ ପ୍ରଭାବିତ କରିଥାଏ। କିନ୍ତୁ ଏପରି କେତେକ ଫଳ ରହିଛି ଯାହା ନିୟମିତ ଭାବେ ସେବନ କଲେ ପୁରୁଷଙ୍କ ଶରୀର ପ୍ରତି କ୍ଷତିକାରକ ପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା ଏହି ୩ଟି ଫଳ ବିଷୟରେ

୧.ଅଁଳା: ଅଁଳା ଏକ ଅତ୍ୟନ୍ତ ଉପଯୋଗୀ ଫଳ। ଅଁଳା ନିୟମିତ ସେବନ କଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ। କିନ୍ତୁ ପୁରୁଷମାନେ  ଅଁଳା ନିୟମିତ ସେବନ କଲେ ତାଙ୍କ ପୈାରୁଷତ୍ବ କମିଯାଇଥାଏ।

୨.କଦଳୀ ଚେର: ଏହି କଥା ତ ସମସ୍ତେ ଜାଣିଥିବେ ଯେ ଯଦି କଦଳୀ ଚେରର ରସକୁ ଯଦି ପୁରୁଷଙ୍କୁ ପିଇବାକୁ ଦିଆଯାଏ ତେବେ ପୁରୁଷଙ୍କ ପୈାରୁଷତ୍ବ ହ୍ରାସ ପାଇଥାଏ। କାରଣ କଦଳୀ ଚେରର ରସ ଶରୀରର କେତେକ ବିଶେଷ ଅଙ୍ଗକୁ ଥଣ୍ଡା କିମ୍ବା ନିଷ୍କ୍ରିୟ କରିଦେଇଥାଏ।

୩.ଆମ୍ବ ଆଚାର: ପୁରୁଷମାନେ ଖଟା ଆମ୍ବ ଖାଇବା ଅନୁଚିତ୍ କାରଣ ନିୟମିତ ଆମ୍ବ ଆଚାର ଖାଇଲେ ପୈାରୁଷତ୍ବ ହ୍ରାସ ପାଇଥାଏ।

   Related Posts