Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ମୋଦିଙ୍କୁ ଟ୍ରମ୍ପ କହିଲେ ଭାଇ ମୋ ଆକାଉଣ୍ଟ ଚାଲୁ କରିଦେ, ପରାଗ ଅଗ୍ରଓ୍ୱାଲ TWITTER ସିଇଓ ହେବା ପରେ ଭାଇରାଲ ହେଉଛି ମଜ୍ଜାଦାର ମିମ୍ସ

30/11/2021 at 3:00 PM

ନୂଆଦିଲ୍ଲୀ ୩୦/୧୧: ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟରର ସିଇଓ ହେବା ପରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ଅନେକ ମଜାଳିଆ ମିମ୍ସ ଭାଇରାଲ ହେବାରେ ଲାଗିଛି । ଏଲୋନ୍ ମସ୍କ ଠାରୁ ଆନନ୍ଦ ମହିନ୍ଦ୍ରା ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ପ୍ରକାରର ମିମ୍ସ ତିଆରି କରି ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ଆନନ୍ଦ ମହିନ୍ଦ୍ରା କହିଛନ୍ତି, ବିଶ୍ୱକୁ ବ୍ୟାପୁଛି ‘ଭାରତୀୟ ସିଇଓ ଭାଇରସ୍, ଏହାର ନାହିଁ କୌଣସି ଟିକା । ଏଲୋନ୍ ମସ୍କ ଆହୁରି କହିଛନ୍ତି ଯେ ‘ଆମେରିକାରେ ଭାରତୀୟଙ୍କ ପ୍ରତିଭାକୁ ସମ୍ମାନ ମିଳୁଛି । ସୂଚନା ଥାଉକି, ଟ୍ୱଟିର ସିଇଓ ଜ୍ୟାକ୍ ଡୋର୍ସି ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ଟ୍ୱିଟରର କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ।

ତେବେ ପରାଗ ଅଗ୍ରୱାଲ ସିଇଓ ହେବା ପରେ ଜଣେ ୟୁଜର ପିଏମ ମୋଦି ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ଏକ ମିମ୍ମ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ଭାଇ, ପରାଗ ସହିତ କଥାବାର୍ତ୍ତା କରି ମୋର ଆକାଉଣ୍ଟକୁ ଆକ୍ଟିଭ କରିଦେ । ଆଉ ସୋସିଆଲ ମିଡିଆରେ ଏହି ମିମ୍ସ ଏବେ ଜାରଦାର ଟ୍ରେଣ୍ଡ କରୁଛି ।

   Related Posts