Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଶ୍ରୀକ୍ଷେତ୍ରରୁ ଅଯୋଧ୍ୟା ଯାତ୍ରା କଲେ ଶ୍ରୀଜଗନ୍ନାଥ ସେନାର ସଦସ୍ୟ

20/11/2019 at 4:58 PM

ପୁରୀ ୨୦।୧୧: ଶ୍ରୀକ୍ଷେତ୍ରରୁ ଅଯୋଧ୍ୟା ଯାତ୍ରା କରିଛନ୍ତି ଶ୍ରୀଜଗନ୍ନାଥ ସେନାର ସଦସ୍ୟ। ଆଜି ସକାଳେ ପୁରୀ-ନୂଆଦିଲ୍ଲୀ ନନ୍ଦନକାନ ଏକ୍ସପ୍ରେସ ଯୋଗେଁ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ସଦସ୍ୟମାନେ ଅଯୋଧ୍ୟା ଯାତ୍ରା କରିଛନ୍ତି।

ସାଙ୍ଗରେ ନେଇଛନ୍ତି ଶ୍ରୀମନ୍ଦିରରୁ ସଂଗୃହିତ ଦୁଇଟି ଖଣ୍ତେଲାଇଟ୍ ପଥର, ମାଳ। ଏଥିସହ ସୁନି ଓ୍ୱାକଫ ବୋର୍ଡ଼ ଓ ରାମ ଜନ୍ମଭୂମି ନ୍ୟାସ କମିଟି ପାଇଁ ଏକଲକ୍ଷ ଏକଟଙ୍କାର ଦୁଇଟି ଚେକ୍ ନେଇ ଯାଇଛନ୍ତି।

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ସଂପର୍କରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ ଜଣାଇବା ସହ ଅଯୋଧ୍ୟାରେ ଭାଇଚାରା ପ୍ରତିଷ୍ଠା ବାର୍ତ୍ତା ନେଇ ଶ୍ରୀଜଗନ୍ନାଥ ସେନା ଯାଇଛି। ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷରୁ ଗୋଟିଏ ଲେଖାଏଁ ଖଣ୍ତେଲାଇଟ୍ ପଥର ଓ ଏକଲକ୍ଷ ଏକ ଟଙ୍କାର ଚେକ୍ ପ୍ରଦାନ କରାଯିବ।

   Related Posts