Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅଭିନନ୍ଦନଙ୍କୁ ମୁକ୍ତ କରାଯିବ ପ୍ରସଙ୍ଗରେ କ’ଣ କହିଲେ ମେହବୁବା ମୁଫତି ଜାଣନ୍ତୁ

28/02/2019 at 6:47 PM

କାଶ୍ମୀର ୨୮/୨ : ଆସନ୍ତାକାଲି ପାକିସ୍ତାନରୁ ମୁକ୍ତ ହୋଇ ଦେଶକୁ ଫେରୁଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ | ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି | ସେ ଟ୍ୱିଟ କରି କହିଛନ୍ତି ଯେ, ଅଭିନନ୍ଦନଙ୍କୁ ମୁକ୍ତ କରିବା ଏକ ବହୁତ ବଡ ନିଷ୍ପତ୍ତି | ଏହି ନିଷ୍ପତ୍ତି ଯେଉଁଭଳି ପରିସ୍ଥିତିରେ ନିଆଯାଇଛି ସେତେବେଳେ ପାକିସ୍ତାନ ଏହି ମାମଲାକୁ ଆହୁରି ଆଗକୁ ବଢ଼ାଇ ପାରିଥାନ୍ତା | ପାକିସ୍ତାନର ଏହି ଘୋଷଣାକୁ ଉଭୟ ଦେଶର ସମାଧାନ ଭାବେ ଦେଖୁଛନ୍ତି ବୋଲି କହିଛନ୍ତି ମେହବୁବା ମୁଫତି |

Mehbooba Mufti: Good news,whole nation will be relieved. I hope our leadership will also reciprocate this peace gesture. I hope Imran Khan will stand by his word and take steps on Indian dossier on Pulwama attack. Imran Khan has acted like a statesman. #AbhinandanVartaman pic.twitter.com/mefxTZBJdO— ANI (@ANI) February 28, 2019

   Related Posts