Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଶ୍ରୀମନ୍ଦିର ଅର୍ଥ ସବ୍‌ କମିଟି ବୈଠକ, ଉପସ୍ଥାପିତ ହେବ ୨୦୨୧-୨୨ର ବାର୍ଷିକ ବଜେଟ୍

10/03/2021 at 12:08 PM

ପୁରୀ ୧୦।୦୩ : ଶ୍ରୀମନ୍ଦିର ଅର୍ଥ ସବ୍‌ କମିଟି ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଶାସନ କାର୍ଯ୍ୟାଳୟରେ ବସିଛି ବୈଠକ । ଏହି ଅର୍ଥ ସବ୍ କମିଟି ବୈଠକରେ ୨୦୨୧ -୨୨ର ବାର୍ଷିକ ବଜେଟ୍ ଅଟକଳ ଉପସ୍ଥାପନ କରାଯିବ।

ସେହିପରି ଶ୍ରୀମନ୍ଦିରର ଆୟ ବ୍ୟୟର ମଧ୍ୟ ଅଟକଳ କରାଯିବ। ବିଶେଷ କରି କେଉଁ କ୍ଷେତ୍ରରୁ କେତେ ଆୟ ହେଉଛି ଏବଂ ଆଗକୁ କିଭଳି ଅଧିକ ହୋଇପାରିବ, କର୍ଫସ ଫଣ୍ଡ, ଟେମ୍ପୁଲ ଫଣ୍ଡ ଏବଂ ଫାଉଣ୍ଡେସନ ଫଣ୍ଡକୁ ବୃଦ୍ଧି କରାଯିବ । କେଉଁ କ୍ଷେତ୍ରରେ ଏହାକୁ  ବ୍ୟୟ କରାଯିବ ତା ଉପରେ  ମଧ୍ୟ ଆଲୋଚନା ହୋଇପାରେ। ଏହା ସହ ୨୦୨୦-୨୧ର ସଂଶୋଧିତ ବଜେଟ ଅଟକଳ ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯିବ। ସେପଟେ ମାହାଲ ବନ୍ଦ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ।

   Related Posts