Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ ନେଇ ନୀଳାଚଳ ଭକ୍ତ ନିବାସରେ ପ୍ରଥମ ବୈଠକ ଅନୁଷ୍ଠିତ

27/10/2020 at 5:39 PM

ପୁରୀ୨୭/୧୦: ପୁରୀ ଶ୍ରୀମନ୍ଦିରରେ ଏଏସଆଇର ୪ ଜଣିଆ ଟିମ୍ ବାଇଶି ପାହାଚ ମାପଚୁପ୍ କରିବା ସହ ମାଆ ମହାଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛନ୍ତି। ଅନୁଧ୍ୟାନ ଓ ମାପଚୁପ ସରିବା ପରେ ଏ ନେଇ ଖଓଡ଼ା ପ୍ରସ୍ତୁତ ହେବ।

ସେପଟେ ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ ନେଇ ଆଜି ନୀଳାଚଳ ଭକ୍ତ ନିବାସରେ ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଦ୍ୱାରର ଡ଼ିଜାଇନ, ମରାମତି ଓ ତତ୍ତ୍ୱବଧାନ ନେଇ ଆଲୋଚନା ହେବ । ଛତିଶା ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ନିଯୋଗର ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ରହିବେ।

ତେବେ ଶ୍ରୀମନ୍ଦିରରେ ଥିବା କଳାହାଟ, ଜୟବିଜୟ, ବେହରଣ ଦ୍ୱାର, ନୃସିଂହ, ମା ବିମଳା ଓ ମା ଲକ୍ଷ୍ମୀଙ୍କ ଗର୍ଭଦ୍ୱାର ରୂପା ଛାଉଣୀ କରାଯିବା ନେଇ ଆଲୋଚନା ହେବ।

   Related Posts