Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡିଜିପିଙ୍କ କ୍ୟାମ୍ପ୍ ଅଫିସରେ ବୈଠକ, ସୁରକ୍ଷିତ ନିର୍ବାଚନ ଓ ଆଇନ ଶୃଙ୍ଖଳା ନେଇ ଆଲୋଚନା

9/04/2019 at 2:44 PM

ଭୁବନେଶ୍ବର ୯|୪ : ଡିଜିପିଙ୍କ କ୍ୟାମ୍ପ୍ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଡିଜିପି ଇନଚାର୍ଜ ବି.କେ. ଶର୍ମାଙ୍କ ସହ ବରିଷ୍ଠ ଆଇପିଏସ୍ ଅଫିସରମାନେ ଆଲୋଚନା କରିଛନ୍ତି । ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି, ପୋଲିସ କମିଶନର, ଏଡିଜି ଅପରେସନ ଏହି ବୈଠକରେ ସାମିଲ ହୋଇଛନ୍ତି । ସୁରକ୍ଷିତ ନିର୍ବାଚନ ଓ ଆଇନ ଶୃଙ୍ଖଳା ନେଇ ବୈଠକରେ ଆଲୋଚନା କରାଯାଇଛି । ଡିଜିପି ଆର.ପି. ଶର୍ମା ଛୁଟିରେ ଯାଇଥିବାରୁ ବି.କେ. ଶର୍ମାଙ୍କୁ ଦାୟିତ୍ବ ଦିଆଯାଇଛି ।

   Related Posts