Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ମହାରାଷ୍ଟ୍ର , ଦିଲ୍ଲୀ ପରେ ମେରଠରେ ବ୍ଲାକ ଫଙ୍ଗସ : ଚିହ୍ଟଟ ହେଲେ ୨ ରୋଗୀ

11/05/2021 at 10:17 AM

ନୂଆଦିଲ୍ଲୀ ୧୧/୫ : କରୋନା ପାଣ୍ଡେମିକ୍ ମଧ୍ୟରେ, ଏବେ ସାରା ଦେଶରେ ଆତଙ୍କ ଖେଳେଇଛି ବ୍ଲାକ୍ ଫଙ୍ଗସ । ଫଳରେ ମହାମାରୀ ପରେ ଏବେ ୨ୟ ଶତୃ ପାଲଟିଯାଇଛି ମ୍ୟୁକୋର ମାଇକସିସ୍ । ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ମେରଠରେ ଚିହ୍ନଟ ହୋଇଛନ୍ତି ବ୍ଲାକ୍ ଫଙ୍ଗସ ରୋଗୀ । ୨ କୋଭିଡ ରୋଗୀଙ୍କଠାରେ ଏହି ଲକ୍ଷଣ ଥିବା ଜଣାପଡିଛି । ଏମାନେ ହେଲେ ମୁଜାଫରନଗର ଏବଂ ବିଜନୋରର ବାସିନ୍ଦା ।

ଉଭୟ ରୋଗୀ ମେରଠର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା କରୁଥିବା ଡାକ୍ତର ସନ୍ଦୀପ ଗର୍ଗ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । ସୂଚନା ଥାଉକି, କରୋନା ସଂକ୍ରମିତ ରୋଗୀଙ୍କଠାରେ ବ୍ଲାକ୍ ଫଙ୍ଗସ୍ ରୋଗ ଦେଖାଯାଉଛି । ଯାହା କି ସାଂଘାତିକ ଅଟେ । ଡାକ୍ତରଙ୍କ କହିବାନୁସାରେ, ସଂକ୍ରମିତ ରୋଗୀମାନେ ଏହି କାରଣରୁ ମୃତ୍ୟୁବରଣ କରୁଛନ୍ତି ।

   Related Posts