Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଲୋକଙ୍କୁ ମିଳୁନି କିନ୍ତୁ ଟ୍ରକ୍‌ରେ ଫିଙ୍ଗା ହେବାକୁ ଯାଉଛି ଔଷଧ, ସିଡିଏମଓଙ୍କ ଉତ୍ତର ବଢାଇଲା ଦ୍ୱନ୍ଦ୍ୱ

20/09/2021 at 8:02 AM

ତାଲଚେର, ୨୦।୦୯ : ମିନି ଟ୍ରକରେ ଲୋଡ୍ ହୋଇ ଫିଙ୍ଗା ହେବାକୁ ଯାଉଛି ଔଷଧ । ପେଟି ପେଟି ସରକାରୀ ଔଷଧ ଏକ ମିନି ଟ୍ରକରେ ଲୋଡ଼ ହୋଇ ଫିଙ୍ଗା ହେବାକୁ ଯାଉଛି। ଏପରି ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲା ତାଲଚେରରେ ।

ତେବେ ଯେଉଁସବୁ ମେଡିସିନ୍ ଫିଙ୍ଗା ହେବାକୁ ଯାଉଥିଲା ତାହା ଅଦରକାରୀ ଥିଲା। ଅର୍ଥାତ ସେସବୁର  ଏକ୍ସପାରି ହୋଇ ସାରିଛି। ଏଗୁଡିକ ଏକ ସରକାରୀ କ୍ବାଟରରେ ଗଛିତ ହୋଇ ଥିଲା। ମେଡିକାଲ କୋଠା ନିର୍ମାଣ ପାଇଁ କ୍ୱାର୍ଟର ଭାଙ୍ଗିଲା ବେଳକୁ ପେଟି ପେଟି ଏକ୍ସପାରୀ ମେଡ଼ିସିନ ବାହାରିଥିଲା।  ଲେବର ଲଗାଇ ରବିବାର ବିଳମ୍ବିତ ରାତିରେ ଏଗୁଡିକୁ କେଉଁଆଡ଼େ ନିଆଯାଇଥିଲା । ତେବେ କେଉଁ ସ୍ଥାନକୁ ଏସବୁକୁ ନିଆଯାଇଥିଲା ତାହା ଜଣାନାହିଁ। ଏକ୍ସପାରୀ ମେଡିସିନ ମଧ୍ୟରେ ଆଇରନ ଟାଵଲେଟ, ଫଲିକ ଏସିଡ ଏବଂ ଭିଟାମିନ ରହିଛି। ରୋଗୀଙ୍କୁ ଦିଆ ନଯାଇ ଏକ୍ସପାରୀ ଯାଏ ଏହାକୁ ଗଛିତ ରଖାଯାଇଥିଲା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।  

   Related Posts