ମାର୍ଶାଘାଇରେ ଔଷଧ ବ୍ୟବସାୟୀଙ୍କୁ ହତ୍ୟା, ଗୁଳିମାଡ କରି ଫେରାର ହେଲେ ଦୁର୍ବୃତ୍ତ

Published By : Prameya-News7 Bureau | September 18, 2019 IST

ମାର୍ଶାଘାଇ ୧୮।୯: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ଔଷଧ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଔଷଧ ବ୍ୟବସାୟୀ ହେଲେ ଗଗନ ସାହୁ । ପୋଲିସର ତଦନ୍ତ ଜାରି ।

{"id":159250}

ସୂଚନାଯୋଗ୍ୟ ଯେ, ଔଷଧ ବ୍ୟବସାୟୀ ଜଣଙ୍କ ଏକ ବାଇକ୍ ରେ ଯାଉଥିବା ବେଳେ ତାଙ୍କୁ ୨ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ଗୁଳିମାଡ କରିଥିଲ୍ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ କରିବା ପରେ ଦୁଇ ଦୁର୍ଗୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ କଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି ତାର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.