Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କେନ୍ଦୁଝରରେ ପଡିରହିଥିବା ଅସୁସ୍ଥ ମାଈ ହାତୀର ଚାଲିଛି ଚିକିତ୍ସା

1/10/2019 at 9:45 AM

କେନ୍ଦୁଝର ୧୧୦: କେନ୍ଦୁଝର ଜିଲ୍ଲା ଉପରସୁମୁଠ ଗାଁ ନିକଟରେ ପଡିରହିଥିବା ଅସୁସ୍ଥ ମାଈ ହାତୀର ଚିକିତ୍ସା ଚାଲିଛି । ଶିମିଳିପାଳ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ମୋବାଇଲ ୟୁନିଟ ୪ ଦିନ ହେଲା ହାତୀଟିର ଚିକିତ୍ସା ଚଳାଇଛନ୍ତି । ସିନିଅର ଭେଟନାରୀ ଡାକ୍ତର ବନ୍ଦିତା ଦାଶଙ୍କ ନେତୃତ୍ବରେ ଚିକିତ୍ସା ଚାଲିଛି । ହେଲେ ହାତୀକୁ ହରପିସ୍ ଭାଇରସ୍ କଥାକୁ ସେ ଅସ୍ବୀକାର କରିଛନ୍ତି । ଚିକିତ୍ସା ପରେ ହାତୀଟିର ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଛି । ହେଲେ  ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ ।  ଅସୁସ୍ଥ ହାତୀଟିକୁ ସୁସ୍ଥ କରିବା ପାଇ ବନ ବିଭାଗ ଓ ଭେଟନାରୀ ଡାକ୍ତରଙ୍କ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରହିଛି ।

   Related Posts