ଚିକିତ୍ସା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ଏଣିକି ବିନା କାର୍ଡରେ ମିଳିବ ଚିକିତ୍ସା ସୁବିଧା

Published By : Prameya-News7 Bureau | January 02, 2019 IST

ଭୁବନେଶ୍ବର ୦୨|୦୧: ଚିକିତ୍ସା ସୁବିଧା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଏଣିକି ବିନା କାର୍ଡରେ ମିଳିବ ଚିକିତ୍ସା ସୁବିଧା । ଏନେଇ ପ୍ରେସମିଟ୍ ରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଦେଲେ ସୂଚନା । ବିଜୁ କୃଷକ କଲ୍ୟାଣ ଯୋଜନାରେ ୧କୋଟି ୮୦ଲକ୍ଷ ହିତାଧିକାରୀ ଉପକୃତ ହୋଇଛନ୍ତି । ଚାଷୀଙ୍କ ସମସ୍ୟା ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ । କୃଷି ଓ କୃଷକ ପ୍ରସଙ୍ଗରେ ଦିଲ୍ଲୀରେ ଆନ୍ଦୋଳନ ହେବ । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.