ଭୁବନେଶ୍ୱର ଘରୋଇ ମେଡିକାଲ କଲେଜରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା
22/04/2018 at 6:36 AM

ଭୁବନେଶ୍ୱର ଘରୋଇ ମେଡିକାଲ କଲେଜରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା
MBBS ତୃତୀୟ ବର୍ଷର ଛାତ୍ର ନିହାର ରଞ୍ଜନ ରାଉତ
ନିହାର ରଞ୍ଜନ ରାଉତ ଘର ସୋରୋ ଉତ୍ତରେଶ୍ଵରରେ
ଇଂଟରନାଲ ପରୀକ୍ଷାରେ ଭଲ ନମ୍ବର ରଖିନଥିବାରୁ ମାନସିକ ଚାପରୁ ସେ ଆତ୍ମହତ୍ୟା କରିଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି
ପରିବାର ଲୋକେ କିନ୍ତୁ ନିହାରଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି
ଗତ ରାତିରେ ନିହାରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ନିହାରଙ୍କ ପରିବାରକୁ କଲେଜ ପକ୍ଷରୁ ଖବର ଦିଆଯାଇନଥିଲା
ଅନ୍ୟ ମାନଙ୍କ ଠାରୁ ରାତି ୧୨.୩୦ ରେ ଖବର ପାଇ ଭୋରରୁ ଆସି କଲେଜ ରେ ପହଂଚିଥିଲେ
ହେଲେ ମଧ୍ୟ କୌଣସି କଲେଜ ପ୍ରଶାସନର ଦେଖା ମିଳିନଥିଲା
ମଂଚେଶ୍ୱର ଥାନାରେ ମାମଲା ରୁଜ୍ଜୁ କରିଛନ୍ତି ନିହାର ପରିବାର ଲୋକେ
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021