Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଚାକିଡି ପଞ୍ଚାୟତ ୪୮ଘଣ୍ଟା ସଟ୍ ଡାଉନ୍, TMCରେ କରୋନା ସଂକ୍ରମିତ ଚିହ୍ନଟ ପରେ ସରପଞ୍ଚ ନେଲେ ଆକ୍ସନ

3/06/2020 at 10:04 AM

କରଞ୍ଜିଆ ୩।୬: ଜିଲ୍ଲାପାଳଙ୍କ କ୍ଷମତା ଦେଖାଇଲେ ସରପଞ୍ଚ । ମୟୁରଭଞ୍ଜ ଜିଲ୍ଲା ଜଶୀପୁର ବ୍ଲକ୍ ଚାକିଡି ଗ୍ରାମ ପଞ୍ଚାୟତକୁ ୪୮ ଘଣ୍ଟା ସଟ୍ ଡାଉନ୍ ଘୋଷଣା କଲେ । ବୁଧବାର ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଚାକିଡି ପଞ୍ଚାୟତ ସରପଞ୍ଚ । 

ଗତ ସୋମବାର ଦିନ ଗ୍ରାମପଞ୍ଚାୟତ TMC ରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକ୍ରମିତ ଜଣଙ୍କ ତାମିଲନାଡୁରୁ ଫେରି ପଞ୍ଚାୟତ TMCରେ ରହିଥିଲେ ।  ଆକ୍ରାନ୍ତ ଜଣଙ୍କ ୫୮ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ୨୯ ଜଣ ସଙ୍ଗରୋଧ ଗୃହରେ ସଂସ୍ପର୍ଶରେ ଆସିଥିବା ବେଳେ ଆଉ ୨୯ ଜଣ ବିଭିନ୍ନ ବ୍ଲକର ବୋଲି ଜଣାପଡିଛି ।

   Related Posts