Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଇମ୍ରାନ ଖାନଙ୍କୁ ଗାଳି ଦେଇ ମୌଲବୀଙ୍କ ସହ ୪ ଗିରଫ

16/02/2019 at 5:32 PM

ଲାହୋର୧୬|୨: ପୂର୍ବତନ କ୍ରିକେଟର ଇମ୍ରାନ ଅହମଦ ଖାନ ପାକିସ୍ତାନର ୨୨ ତମ ମୁଖ୍ୟମନ୍ତ୍ରୀ। ପାକିସ୍ତାନରେ ୧୧୦୦ ସିନେମା ହଲ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଯୋଜନା କରିଛନ୍ତି । ତେବେ ଏହାକୁ ମୌଳବାଦୀ ମୁସଲମାନ ଓ ମୌଲବୀମାନେ ବିରୋଧ କରିାସୁଛନ୍ତି । ଏହି କ୍ରମରେ ଜଣେ ମୌଲବୀ ଓ ଅନ୍ୟ କିଛି ଲୋକ ସର୍ବସାଧାରଣରେ  ଅଭଦ୍ର ଭାଷାରେ ଇମ୍ରାନଙ୍କ ଉଦ୍ଦେଶ୍ୟରେ ଗାଳି ଗୁଲଜ କରିଥିଲେ । ଏଥିପାଇଁ ସଂପୃକ୍ତ ମୌଲବୀ ଓ ୪ ଜଣଙ୍କୁ ପାକିସ୍ତାନ ପୋଲିସ ଗିରଫ କରିଛି ।
ଗରଫ ମୋଲବୀ ହେଲେ ପଞ୍ଜାବ ପ୍ରଦେଶର । ଲାହୋରଠୁ ୩୦୦ କିଲମିଟର ଦୂରରେ ଥିବା ମୁଲତାନଠାରେ ଗୁରୁବାର ଦିନ ଏହି ମୌଲବୀଙ୍କ ସହ ୪ ଜଣଙ୍କୁ ଗିରଫ କରାଯାଇଛି ।  ସୂଚନାଯୋଗ୍ୟ ଯେ ମୁଲତାନର ଏକ ମସଜିଦ୍‌ରେ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଭାଷଣ ଦେଇ ମୌଲବୀ ଲୋକଙ୍କୁ ଉସକେଇଥିଲେ।

 

   Related Posts