ସେପ୍ଟେମ୍ବର ୧୪ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

Published By : Prameya-News7 Bureau | September 11, 2020 IST

ଭୁବନେଶ୍ୱର ୧୧/୦୯ : ମାଟ୍ରିକ୍ ସପ୍ଲିମେଣ୍ଟାରୀ, ଓପନ୍ ସ୍କୁଲ ପରୀକ୍ଷା ତାରିଖ ଘୋଷଣା ହୋଇଛି | ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ | ସେପ୍ଟେମ୍ବର ୧୪ରୁ ଆରମ୍ଭ ପରୀକ୍ଷା ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ଯାଏଁ ହେବ | ୩୫ ହଜାର ୫୮୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ | ଓପନ ସ୍କୁଲ ପରୀକ୍ଷାର୍ଥୀଙ୍କ ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.