ଜୁଲାଇ ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
ଭୁବନେଶ୍ୱର ୨୭।୦୭: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଚଳିତ ମାସ ୨୯ ତାରିଖରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ଆତଙ୍କ ପାଇଁ ଖାତା ଦେଖା ବିଳମ୍ବ ହୋଇଥିଲା । ଏପରିକି ଖାତାଦେଖା ପରେ ମୂଲ୍ୟାୟନ ପ୍ରକ୍ରିୟାରେ ମଧ୍ୟ ବିଳମ୍ବ ହୋଇଥିଲା । ତେଣୁ ମାଟ୍ରିକ ରେଜଲ୍ଟ ପ୍ରକାଶରେ ଡେରି ହେବା ନେଇ ଅନୁମାନ କରାଯାଉଥିଲା । ତେବେ ଅପେକ୍ଷାର … Continue reading ଜୁଲାଇ ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
Copy and paste this URL into your WordPress site to embed
Copy and paste this code into your site to embed