Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଟ୍ରିକ ଖାତା ଦେଖା ବାତିଲ

19/05/2020 at 9:36 AM

କଟକ୧୯/୫:  ମାଟ୍ରିକ ଖାତା ଦେଖା ବାତିଲ। ଆସନ୍ତା ୨୧ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା । ଓଡିଶାର ୬୦ଟି କେନ୍ଦ୍ରରେ ମୂଲ୍ୟାୟନ ହେବ ଧାର୍ଯ୍ୟ ହୋଇଥିଲା। ମୂଲ୍ୟାୟନ କେନ୍ଦ୍ରର ୧୦କିମି ପରିଧି ଭିତରେ ଥିବା ଶିକ୍ଷକ ଖାତା ଦେଖିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଆସନ୍ତା ୨୦ତାରିଖରେ ମୂଲ୍ୟାୟନ ହେବାର ଥିଲା ତେବେ ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ମୂଲ୍ୟାୟନ ତାରିଖ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଥିଲା ।

   Related Posts