Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ବଲାଙ୍ଗୀରରେ ଆରମ୍ଭ ହେଲା ବହୁଭାଷୀ ନାଟକ ମହୋତ୍ସବ ମଠଖାଇ : ପ୍ରଥମ ସନ୍ଧ୍ୟାରେ ଓଡିଆ ଡ୍ରାମା

20/01/2019 at 4:41 PM

ବଲାଙ୍ଗୀର ୨୦|୧: ବଲାଙ୍ଗୀରରେ ଆରମ୍ଭ ହେଲା ବହୁଭାଷୀ ନାକଟ ମହୋତ୍ସବ ମଠଖାଇ । ୫ ଦିନ ଧରି ଚାଲିବ ଏହି ନାଟ୍ୟ ମହୋତ୍ସବ । ସକାଳେ ସ୍ଥାନୀୟ ମଠଖାଇ ମନ୍ଦିରରୁ ନାଟ୍ୟ ଜ୍ୟୋତି ଆଣି କୋଶଳ କଳା ମଣ୍ଡଳରେ ସ୍ଥାପନ କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । …

କୋଶଳ କଳା ମଣ୍ଡଳରେ ୫ ଦିନ ଧରି ଚାଲିବ ବହୁଭାଷୀ ନାଟକ ମହୋତ୍ସବ । ମଠଖାଇ ମନ୍ଦିରରୁ ନାଟ୍ୟ ଜ୍ୟୋତି ପହଞ୍ଚିସାରିଛି କୋଶଳ କଳା ମଣ୍ଡଳରେ । ଆଉ ଇଏ ଥିଲା ଜ୍ୟୋତି ପରିକ୍ରମାର ଦୃଶ୍ୟ…।

ପାରମ୍ପାରିକ ପରଭା ନୃତ୍ୟ, ଦୁଲଦୁଲି, ଗଣ୍ଡାବଜା, କୀର୍ତ୍ତନ ସହ ହୋଇଥିଲା ଥିଏଟର ମାର୍ଚ୍ଚ ।…  ବାଦ୍ୟ ନୃତ୍ୟ ତାଳେ ତାଳେ କମ୍ପିଥିଲା ବଲାରଙ୍ଗୀର ରାଜରାସ୍ତା। ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

ଦୁର୍ଗାମନ୍ଦିର, ପାଟଣେଶ୍ବରୀ ମନ୍ଦିର, ସମଲେଶଶ୍ବରୀ ମନ୍ଦିରେ ପୂଜାର୍ଚ୍ଚନା କରାଯାଇଥିଲା । ବିଲାଙ୍ଗୀର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଜ୍ୟୋତି ସ୍ଥାପନ କରିଥିଲେ ।

ରାଜ୍ୟ ତଥା ରାଜ୍ୟ ବାହାରର କଳାକାଳ ଏଠି ନାକଟ ପରିବେଷଣ କରିବେ । ପ୍ରଥମ ସଂଧ୍ୟାରେ ଦୁଇଟି ସୂର୍ଯ୍ୟ ଦଗ୍ଧ ଫୁଲକୁ ନାମକ ଓଡିଆ ନାଟକ ମଞ୍ଚସ୍ଥ ହେବ। ଯାହାକୁ ପରିବେଶଷ କରିବେ ଭୂବନେଶ୍ବରୂ ଆସିଥିବା କଳାକାର ।

   Related Posts