Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆଜି ୱିମ୍ବିଲଡନ ଫାଇନାଲରେ ଫେଡରର-ଜୋକୋଭିଚ୍ ମଧ୍ୟରେ ଲଢ଼େଇ

14/07/2019 at 8:31 AM

ୱିମ୍ବଲଡନ ମେନ୍ସ ସିଙ୍ଗିଲ୍ସରେ ମୁହାଁମୁହିଁ ହେବେ ଦୁଇ ଭେଟରାନ ଷ୍ଟାର ରୋଜର ଫେଡରର ଓ ନୋଭାକ୍ ଜୋକୋଭିଚ୍ । ସ୍ବିସ୍ ଷ୍ଟାର ଫେଡରର ଫାଇନାଲରେ ପୁରୁଣା ପ୍ରତିଦ୍ବନ୍ଦ୍ବୀ ରାଫେଲ ନାଡାଲଙ୍କୁ ୭-୬, ୧-୬, ୬-୩, ୬-୪ ସେଟରେ ପରାସ୍ତ କରି ଫାଇନାଲ ଟିକେଟ୍ ପକ୍କା କରିବା ସହ ଫ୍ରେଞ୍ଚ ଓପନର ପ୍ରତିଶୋଧ ନେଇଛନ୍ତି ।

ଏଥିସହ ମୋଟ ୧୨ ଥର ୱିମ୍ବଲଡନ ଫାଇନାଲରେ ଏଣ୍ଟ୍ରି କରିଛନ୍ତି ଫେଡରର । ସେହିପରି ଜୋକୋଭିଚ୍ ସେମିରେ ସ୍ପେନର ବାଟିଷ୍ଟା ଅଗୁଟଙ୍କୁ ୬-୨, ୪-୬, ୬-୩, ୬-୨ ସେଟରେ ପରାସ୍ତ କରି ଫାଇନାଲ ଯାଇଛନ୍ତି । ପୂର୍ବରୁ ୨୦୦୩, ୪, ୫, ୬, ୭ , ୯, ୧୨ ଓ ୧୭ରେ ୱିମ୍ବଲଡନ ଟ୍ରଫି ହାତେଇଥିଲେ ଫେଡରର। 

   Related Posts