ଶ୍ରୀସତ୍ୟସାଇ ସେବା ସମିତି ପକ୍ଷରୁ ସାମୁହିକ ବ୍ରତୋପନୟନ

Published By : Prameya-News7 Bureau | May 16, 2019 IST

ସାଲେପୁର୧୬|୫: ଶ୍ରୀସତ୍ୟସାଇ ସେବା ସମିତି ସାଲେପୁର କଟକ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି ବାର୍ଷିକ ଗଣ ବ୍ରତୋପନୟନ । ସାଲେପୁରରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ଚଳିତବର୍ଷ ୨୪ ଜଣ ବ୍ରହ୍ମଚାରୀଙ୍କୁ ବ୍ରତୋପନୟନ କରାଯାଇଥିଲା । ପ୍ରଭାତରୁ ଓଁମକାରମ୍ ସୁପ୍ରଭାତମ୍ ନଗର ସଂକୀର୍ତ୍ତନ ସହ ବ୍ରତୋପନୟନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶ୍ରୀସତ୍ୟସାଇ ସେବା ସଙ୍ଗଠନର ଆବାହକ ତଥା କର୍ମକର୍ତ୍ତାଙ୍କ ସହଯୋଗରେ ଏଭଳି ବାର୍ଷିକ ବ୍ରତୋପନୟନ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଛି ।

{"id":112619}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.