Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପୁରୀ ସମୁଦ୍ର କୂଳରେ ମରି ପଡିଛନ୍ତି ଡିସ୍କୋ କୋକଲି, ମାଛ ମଡକ କାରଣ ଅସ୍ପଷ୍ଟ

15/11/2021 at 11:31 AM

ପୁରୀ ୧୧: ପୁରୀ ସମୁଦ୍ର କୂଳରେ ମାଛ ମଡ଼କ । ସ୍ବର୍ଗଦ୍ବାର ସମ୍ମୁଖ ବେଳାଭୂମିରୁ ହୋଟେଲ୍ କାମେଲିଆ ପର୍ଯ୍ୟନ୍ତ ଏହି ମାଛ ମଡକ ଦେଖିବାକୁ ମିଳିଛି ।

ମତ୍ସ୍ୟଜୀବୀଙ୍କ କହିବା ଅନୁଯାୟୀ, ଏହି ମାଛଗୁଡିକ ଡିସ୍କୋ କୋକଲି ପ୍ରଜାତିର । ତେବେ ମାଛ ମଡକର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଲଘୁଚାପ ପ୍ରଭାବରେ ମାଛ ମଡ଼କ ହୋଇଥିବା ମତ୍ସ୍ୟଜୀବୀମାନେ ଅନୁମାନ କରୁଛନ୍ତି ।

ତେବେ ପୂର୍ବରୁ ମଧ୍ୟ ବେଳାଭୂମି ଓ ମଙ୍ଗଳା ମୁହାଣରେ ଏଭଳି ମାଛ ମଡ଼କ ଦେଖିବାକୁ ମିଳିଥିଲା । ସେପଟେ ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ । 

   Related Posts