ପୁରୀ ଜିଲ୍ଲା ଶିଆଳ ଗାଁ ପାଖ ଜଙ୍ଗଲରେ କାଉ ମଡକ ; ସ୍ଥାନୀୟ ଅଞ୍ଚଳରେ ଆତଙ୍କ

Published By : Prameya-News7 Bureau | December 08, 2018 IST

ପୁରୀ ୦୮|୧୨: ପୁରୀ ଜିଲ୍ଲାଶିଆଳ ଗଁ। ପାଖ ଜଙ୍ଗଲରେ କାଉ ମଡକ ଦେଖିବାକୁ ମିଳିଛି । ଏହି ଖବର ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଜାଇଥିବା ବେଳେ, ଚିଲିକା ନଳବଣ ଠାରୁ ମାତ୍ର ୧୪ କିମି ଦୁରରେ ଏପରି କାଉ ମଡକ ଦେଖିବାକୁ ମିଳିଛି। ଏବେ ଚିଲିକାରେ ଲକ୍ଷଧତ୍କ ପକ୍ଷୀ ମାନଙ୍କ ସମାଗମ ହୋଇଥିବାରୁ ତାଙ୍କାଠାରୁ ରୋଗ ବ୍ୟାପିଥିବା ସନ୍ଦେହକରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି କାଉ ମାନଙ୍କର ରକ୍ତ ନମୁନା ସଂଗ୍ରହ କରି ପରିକ୍ଷାପାଇଁ ପଠାଇଛି । ତେବେ ଏନେଇ ଗାଁଲୋକେ ଲୋକମାନଙ୍କୁ ସଚେତନତା କରାଇବା ପାଇଁ ଦାବି କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.