Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କରୋନା ସଚେତନତା : ମାସ୍କ ଓ ସାନିଟାଇଜର ବାଣ୍ଟିଲେ ଭାରତୀୟ ମାର୍କ୍ସଇଷ୍ଟ କମ୍ୟୁନିଷ୍ଟ ପାର୍ଟି ଓ ଓଡିଶା କୃଷକ ସଭା

30/05/2020 at 3:25 PM

ଭଦ୍ରକ ୩୦।୫: କରୋନା ନେଇ ସଚେତନତା କରୁଛି ଓଡିଶା କୃଷକ ସଭା ଓ ଭାରତୀୟ ମାର୍କ୍ସଇଷ୍ଟ କମ୍ୟୁନିଷ୍ଟ ପାର୍ଟି । ପାଦଚଲା ଶ୍ରମିକ ଓ ସାଧାରଣ ଜନତାଙ୍କୁ ମାସ୍କ, ଗ୍ଲୋଭସ, ସାନିଟାଇଜର ବଣ୍ଟନ କରାଯାଉଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ବିଭିନ୍ନ ସମୟରେ ବଣ୍ଟନ କରୁଛନ୍ତି କର୍ମକର୍ତ୍ତା । ଅଧିକାଂଶ ସ୍ଥାନରେ ପ୍ରବାସୀଙ୍କୁ ପାଣି ବୋତଲ, ବ୍ରେଡ଼ ଓ କଦଳୀ ମଧ୍ୟ ପ୍ରଦାନ କରୁଛନ୍ତି ।

ଭାରତୀୟ ମାର୍କ୍ସଇଷ୍ଟ କମ୍ୟୁନିଷ୍ଟ ପାର୍ଟି ଚନ୍ଦ୍ରଶେଖର ନାୟକ ଓ ଓଡିଶା କୃଷକ ସଭାର ଯୁଗ୍ମ ସମ୍ପାଦକ ବିକାଶ ନାଥ ପ୍ରମୁଖ ସକ୍ରିୟ ଭାବେ ସାମିଲ ହୋଇଛନ୍ତି । ଏହା ଛଡା ଲୋକଙ୍କୁ ମଧ୍ୟ କରୋନା ପାଇଁ ହାତ ଧୋଇବା, ସାନିଟାଇଜରର ବ୍ୟବହାର ଓ ଅନ୍ୟାନ୍ୟ ବିଷୟରେ ସଚେତନ କରାଯାଉଛି ।

   Related Posts