Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମାରୁତି ସୁଜୁକି କଲା ବଡ଼ ଘୋଷଣା : ୧୦ଟି ମଡେଲର କମିଲା ଦାମ୍

26/09/2019 at 2:20 PM

ନୂଆଦିଲ୍ଲୀ ୨୬/୯: ଦେଶର ସବୁଠୁ ବଡ଼ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକୀ ପର୍ବପର୍ବାଣି ଋତୁ ପୂର୍ବରୁ କାର୍ ଦାମ୍ ହ୍ରାସ କରିବାର ଘୋଷଣା କରିଛି। କମ୍ପାନୀ ଲୋକପ୍ରିୟ ମଡେଲ୍ ବଲେନୋ ସମେତ ଅନ୍ୟାନ୍ୟ ୧୦ଟି ମଡେଲର ଦାମରେ ଗତକାଲି ୫୦୦୦ଟଙ୍କାର ହ୍ରାସ ପାଇଛି।

କମ୍ପାନୀ ଯେଉଁ ମଡେଲର କାରର ମୂଲ୍ୟ ହ୍ରାସ କରିଛି ଏହାର ମୂଲ୍ୟ ୨.୯୩ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୧.୪୯ଲକ୍ଷ ଟଙ୍କା ମଧ୍ୟରେ। କମ୍ପାନୀ ଏହା ମଧ୍ୟ କହିଛି ଯେ ଏହା ସମସ୍ତ ପ୍ରମୋସନାଲ ଅଫରଠୁ କମ୍ ହେବ।

ମାରୁତିର ଯେଉଁ ମଡେଲର ଦାମ ହ୍ରାସ କରାଯାଇଛି,ସେଥିରେ ଅଲ୍ଟୋ ୮୦୦,ଅଲ୍ଟୋ କେ୧୦,ଡିଜେଲ କାର ସ୍ବିଫ୍ଟ,ସେଲେରିଓ,ବିଟାରା ବ୍ରେଜା,ଲିଙ୍ଗନିସ,ଏସ-କ୍ରସ୍,ବଲେନୋ,ଟୁର ଏସ୍ ଡିଜେଲ ଏବଂ ଡିଜେଲ କାର ଡିଜାୟାର ଆଦି ରହିଛି।

ପ୍ରକୃତରେ କମ୍ପାନୀ ଆଶା କରିଛି ଯେ ପାର୍ବଣ ଋତୁ ପୂର୍ବରୁ କାରର ମୂଲ୍ୟ ହ୍ରାସ କରାଯାଉଥିବାରୁ କାରର ଡିମାଣ୍ଡ ବଢ଼ିଯିବ। ସରକାର କର୍ପୋରେଟ ଟ୍ୟାକ୍ସ କମ୍ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

   Related Posts