ସଂଗ୍ରାମୀ ଭବନ ପରିସରରେ ନିର୍ମାଣ କରାଯିବ ସହିଦ ସ୍ମୃତି ସ୍ତମ୍ଭ

Published By : Prameya-News7 Bureau | August 09, 2018 IST

ରାଜଧାନୀ ଭୁବନେଶ୍ବର ସଂଗ୍ରାମୀ ଭବନ ପରିସରରେ ନିର୍ମାଣ କରାଯିବ ସହିଦ ସ୍ମୃତି ସ୍ତମ୍ଭ । ସ୍ବାଧୀନତା ସଂଗ୍ରାମୀ ପଡିଆରେ ୪୨ ଫୁଟ ଉଚ୍ଚର ଏହି ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଉଛି । ବିଭିନ୍ନ ସହିଦ ପୀଠରୁ ଆସିଥିବା ମାଟି କଳସକୁ ଆଜି କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ସ୍ଥାପନ କରିବେ । ଏହି ସମାରୋହରେ ବହୁ ସ୍ବାଧିନତା ସଂଗ୍ରାମୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ, ବିଧାୟକ, ସାଂସଦଙ୍କ ସହ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.