Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଲିଠୁ ଶୋଭନ ଯୋଗରେ ମଙ୍ଗଳ, ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ….

ଶାସ୍ତ୍ରଅନୁସାର କାଲିଠାରୁ ମଙ୍ଗଳ ଶୋଭନ ଯୋଗ ରହିବେ।ଫଳରେ କେତୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯାଇ ପାରେ।ସେମାନଙ୍କ ଦୌନନ୍ଦିନ ଜୀବନରେ ଖୁସି ଓ ଶାନ୍ତି ଭରିଯିବ।ଏହି ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ମଙ୍ଗଳରେ ଶୋଭନ ଯୋଗ ରହିଛି।

ମେଷ ଓ ସିଂହ ରାଶି-  ଶାସ୍ତ୍ର ଅନୁସାରେ କଲିଠୁ ଏହି ରାଶି ମଙ୍ଗଳଙ୍କ ଶୋଭନ ଯୋଗରେ ରହିବେ।ସେଥିଲାଗି ମେଷ ଓ ସିଂହ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇପାରେ।ସେମାନଙ୍କ ଦୈନନ୍ଦିନ ଜୀବନରେ କୌଣସି ବାଧାବିଘ୍ନ ଆସିବ ନାହିଁ।ଏହି ରାଶିର ବ୍ୟକ୍ତିମାନେ କାର୍ଯ୍ୟରେ ସଫଳ ହେବେ। ଏଥିସହ ସ୍ନେହ, ଶ୍ରଦ୍ଧା ଓ ଧନ ଅନ୍ୟମାନଙ୍କଠାରୁ ପ୍ରାପ୍ତ କରିବେ।ଏହି ରାଶିର ବ୍ୟକ୍ତିଙ୍କ ଉପରେ ବଜରଙ୍ଗବାଲିଙ୍କ କୃପା ରହିବ।

ବିଛା ଓ ଧନୁ ରାଶି- ଏହି ଦୁଇଟି ରାଶି ମଧ୍ୟ କାଲିଠୁ ମଙ୍ଗଳଙ୍କ ଶୋଭନ ଯୋଗରେ ରହିବ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇପାରେ। ଅଧାରେ  ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏହି ରାଶିର ବ୍ୟକ୍ତିଙ୍କ ପରିବାରରେ ଶାନ୍ତି ଓ ଖୁସି ଭରିଯିବ।ଆର୍ଥିକ ଦୃଷ୍ଟିକୋଣରୁ ସେମାନଙ୍କ  ଆର୍ଥିକସ୍ଥିତି ସୁଦୃଢ଼ ରହିବ। ଏହି ରାଶିର ବ୍ୟକ୍ତିଙ୍କୁ ଏକ ବଡ଼ ସଫଳତା ମିଳିପାରେ।ଏହି ରାଶିର ବ୍ୟକ୍ତିମାନେ ହନୁମାନଙ୍କ ଦର୍ଶନ କରିବା ଉଚିତ୍‌।

ମିଥୁନ ଓ କର୍କଟ ରାଶି-  ଏହି ଦୁଇଟି ରାଶି  କାଲିଠୁ ମଙ୍ଗଳଙ୍କ ଶୋଭନ ଯୋଗରେ ରହିବେ। ଏହା ପ୍ରଭାବରେ ମିଥୁନ ଓ କର୍କଟ ରାଶିଧାରୀ ବ୍ୟକ୍ତିମାନେ ଅଧିକ ସକ୍ରିୟ ହେବେ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲି ଯାଇପାରେ।ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଅଚାନକ ପରିବର୍ତ୍ତନ ହେବା ସହ ପାରିବାରିକ ସମସ୍ୟାରୁ ମଧ୍ୟ ତ୍ରାହି ପାଇବେ। ଅଧାରେ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।ମିଥୁନ ଓ କର୍କଟ ରାଶିଧାରୀ ବ୍ୟକ୍ତିଙ୍କ ଉପରେ ହନୁମାନଙ୍କ କୃପା ରହିବ।

1286 Views

   ସମ୍ବନ୍ଧିତ ଖବର