କାଲିଠୁ ଶୋଭନ ଯୋଗରେ ମଙ୍ଗଳ, ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ….

Published By : Prameya-News7 Bureau | September 09, 2019 IST

ଶାସ୍ତ୍ରଅନୁସାର କାଲିଠାରୁ ମଙ୍ଗଳ ଶୋଭନ ଯୋଗ ରହିବେ।ଫଳରେ କେତୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯାଇ ପାରେ।ସେମାନଙ୍କ ଦୌନନ୍ଦିନ ଜୀବନରେ ଖୁସି ଓ ଶାନ୍ତି ଭରିଯିବ।ଏହି ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ମଙ୍ଗଳରେ ଶୋଭନ ଯୋଗ ରହିଛି।

ମେଷ ଓ ସିଂହ ରାଶି-  ଶାସ୍ତ୍ର ଅନୁସାରେ କଲିଠୁ ଏହି ରାଶି ମଙ୍ଗଳଙ୍କ ଶୋଭନ ଯୋଗରେ ରହିବେ।ସେଥିଲାଗି ମେଷ ଓ ସିଂହ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇପାରେ।ସେମାନଙ୍କ ଦୈନନ୍ଦିନ ଜୀବନରେ କୌଣସି ବାଧାବିଘ୍ନ ଆସିବ ନାହିଁ।ଏହି ରାଶିର ବ୍ୟକ୍ତିମାନେ କାର୍ଯ୍ୟରେ ସଫଳ ହେବେ। ଏଥିସହ ସ୍ନେହ, ଶ୍ରଦ୍ଧା ଓ ଧନ ଅନ୍ୟମାନଙ୍କଠାରୁ ପ୍ରାପ୍ତ କରିବେ।ଏହି ରାଶିର ବ୍ୟକ୍ତିଙ୍କ ଉପରେ ବଜରଙ୍ଗବାଲିଙ୍କ କୃପା ରହିବ।

ବିଛା ଓ ଧନୁ ରାଶି- ଏହି ଦୁଇଟି ରାଶି ମଧ୍ୟ କାଲିଠୁ ମଙ୍ଗଳଙ୍କ ଶୋଭନ ଯୋଗରେ ରହିବ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇପାରେ। ଅଧାରେ  ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏହି ରାଶିର ବ୍ୟକ୍ତିଙ୍କ ପରିବାରରେ ଶାନ୍ତି ଓ ଖୁସି ଭରିଯିବ।ଆର୍ଥିକ ଦୃଷ୍ଟିକୋଣରୁ ସେମାନଙ୍କ  ଆର୍ଥିକସ୍ଥିତି ସୁଦୃଢ଼ ରହିବ। ଏହି ରାଶିର ବ୍ୟକ୍ତିଙ୍କୁ ଏକ ବଡ଼ ସଫଳତା ମିଳିପାରେ।ଏହି ରାଶିର ବ୍ୟକ୍ତିମାନେ ହନୁମାନଙ୍କ ଦର୍ଶନ କରିବା ଉଚିତ୍‌।

ମିଥୁନ ଓ କର୍କଟ ରାଶି-  ଏହି ଦୁଇଟି ରାଶି  କାଲିଠୁ ମଙ୍ଗଳଙ୍କ ଶୋଭନ ଯୋଗରେ ରହିବେ। ଏହା ପ୍ରଭାବରେ ମିଥୁନ ଓ କର୍କଟ ରାଶିଧାରୀ ବ୍ୟକ୍ତିମାନେ ଅଧିକ ସକ୍ରିୟ ହେବେ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲି ଯାଇପାରେ।ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଅଚାନକ ପରିବର୍ତ୍ତନ ହେବା ସହ ପାରିବାରିକ ସମସ୍ୟାରୁ ମଧ୍ୟ ତ୍ରାହି ପାଇବେ। ଅଧାରେ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।ମିଥୁନ ଓ କର୍କଟ ରାଶିଧାରୀ ବ୍ୟକ୍ତିଙ୍କ ଉପରେ ହନୁମାନଙ୍କ କୃପା ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.