Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଆସନ୍ତା କାଲି ବ୍ରହ୍ମା ଯୋଗରେ ରହିବେ ମଙ୍ଗଳ : ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ହେବ ଲାଭ ହିଁ ଲାଭ

2/09/2019 at 5:03 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ୩ତାରିଖରେ ଅର୍ଥାତ୍ ଆସନ୍ତା କାଲି ମଙ୍ଗଳ ବ୍ରହ୍ମା ଯୋଗରେ ରହିବ। ଯାହା ଫଳରେ କେତେକ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯିବ ଏବଂ ସେମାନଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଏହି ରାଶିର ବ୍ୟକ୍ତିମାନେ ଏକ ସଫଳ ଜୀବନର ଆନନ୍ଦ ଉପଭୋଗ କରି ପାରିବେ। ତେବେ ଆସନ୍ତୁ ଜାଣିବା ଏହି ରାଶିଗୁଡ଼ିକ ବିଷୟରେ

୧. ମେଷ ଏବଂ ମିଥୁନ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ୩ତାରିଖରେ ମଙ୍ଗଳ ବ୍ରହ୍ମା ଯୋଗରେ ରହିବ ଯାହା ଫଳରେ ମେଷ ଏବଂ ମିଥୁନ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯିବ। ଏମାନଙ୍କୁ ଲାଭ ହିଁ ଲାଭ ମିଳିବ। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଆନନ୍ଦର ଲହରୀ ଖେଳିଯିବ। ଏମାନଙ୍କ ମାନ ସମ୍ମାନ ବୃଦ୍ଧି ଘଟିବ ଏବଂ ଏମାନଙ୍କ ସ୍ବପ୍ନ ମଧ୍ୟ ସାକାର ହେବ।

୨.କର୍କଟ ଏବଂ ଧନୁ ରାଶି : ସେପ୍ଟେମ୍ବର ୩ତାରିଖରେ ମଙ୍ଗଳ ବ୍ରହ୍ମା ଯୋଗରେ ରହିବ ଯାହା ଫଳରେ କର୍କଟ ଏବଂ ଧନୁ ରାଶିର ଭାଗ୍ୟ ପରିବର୍ତ୍ତନ ହୋଇଯିବ। ଏମାନଙ୍କ ଜୀବନରେ ଖୁସିର ସଞ୍ଚାର ହେବ। ଏମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଏମାନଙ୍କ ଜୀବନ ହଠାତ୍ ପରିବର୍ତ୍ତନ ହୋଇଯିବ। ଏମାନଙ୍କ ମାନ ସମ୍ମାନରେ ବୃଦ୍ଧି ଘଟିବ। ଏମାନଙ୍କ ଆର୍ଥିକ ରୂପରେ ଶକ୍ତିଶାଳୀ ହେବେ। ଏମାନେ ମହାବୀର ହନୁମାନଙ୍କ ଆରାଧନା କରିବା ଶୁଭ ରହିବ।

କୁମ୍ଭ ଏବଂ ବିଛା ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ୩ତାରିଖରେ ମଙ୍ଗଳ ବ୍ରହ୍ମା ଯୋଗରେ ରହିବ ଯାହା ଫଳରେ କୁମ୍ଭ ଏବଂ ବିଛା ରାଶିର ଲୋକଙ୍କୁ ଲାଭ ହିଁ ଲାଭ ମିଳିବ। ଏମାନଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ। ଏମାନଙ୍କ ଜୀବନ ହଠାତ୍ ପରିବର୍ତ୍ତନ ହୋଇଯିବ। ଏହି ରାଶିର ବ୍ୟକ୍ତିଙ୍କୁ ପ୍ରେମ ଏବଂ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ। ଏମାନଙ୍କ ଘରେ ମଧ୍ୟ ସୁଖ ଏବଂ ସମୃଦ୍ଧି ଆସିବ। ଏମାନଙ୍କ ଜୀବନ ପୂର୍ବ ଅପେକ୍ଷା ଉନ୍ନତ ହେବ। ଏମାନେ ସଫଳ ଜୀବନଯାପନ କରିବେ। ଏମାନେ ହନୁମାନଙ୍କ ଉପାସନା କରିଲେ ଶୁଭ ଫଳ ପାଇବେ।

   Related Posts