ବିବାହିତା ମହିଳାମାନେ ଏହି ୩ଟି ଜିନିଷ କରିବା ଅନୁଚିତ୍

Published By : Prameya-News7 Bureau | February 11, 2019 IST

wp:heading {"level":5}
ଜ୍ୟୋତିଷଶାସ୍ତ୍ର, ବାସ୍ତୁଶାସ୍ତ୍ର, ସାମୁଦ୍ରିକଶାସ୍ତ୍ର ଓ ବିଧି ଅନୁସାରେ ଜୀବନରେ ଅନେକ ଏମିତି ଜିନିଷ ଯାହା ଲୋକଙ୍କୁ ମାନିବା ଉଚିତ୍‌। ବାସ୍ତୁଶାସ୍ତ୍ର ସମସ୍ତଙ୍କ ଜୀବନରେ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ତେବେ ଜାଣନ୍ତୁ ବିବାହିତା ମହିଳାଙ୍କୁ କେଉଁ ଜିନିଷ କରିବା ଅନୁଚିତ୍‌। ବିବାହ ଏକ ପବିତ୍ର ବନ୍ଧନ। ଆଜିକାଲିର ପିଢୀ ପରମ୍ପରା ଓ ରୀତି ନୀତିକୁ ପାଳନ୍ତି ନାହିଁ । ତେବେ ଶାସ୍ତ୍ର ଅନୁସାରେ ବିବାହ ପରେ ଏହି ଜିନିଷ ମହିଳାଙ୍କୁ ପିନ୍ଧିବା ଉଚିତ୍‌ ନୁହଁ।
/wp:heading {"id":84118,"width":595,"height":396}
wp:heading {"level":5}
 ୧. ବିବାହିତା ମହିଳାଙ୍କୁ ଧଳା ରଂଗର ଶାଢି ପିନ୍ଧିବା ଅନୁଚିତ୍‌। ଏହା ଦ୍ବାରା ମହିଳାଙ୍କର ପତିବ୍ରତା ଧର୍ମ କ୍ଷୂର୍ଣ୍ଣ ହେବାର ଆଶଂକା ଥାଏ । ବିବାହର ପବିତ୍ର ସଂପର୍କରେ ଧଳା ଶାଢୀ ପିନ୍ଧିବା ଅଶୁଭ।
/wp:heading {"id":84123,"width":593,"height":507}
wp:heading {"level":5}
 ୨. କଳା ରଂଗର ଚୁଡି ବିବାହିତା ନାରୀ ପିନ୍ଧିବା ଅନୁଚିତ୍‌। ବାସ୍ତୁଶାସ୍ତ୍ର ଅନୁସାରେ ବିବାହ ପରେ ମହିଳାମାନେ କଳା ଚୁଡି ପିନ୍ଧିବା କ୍ଷତିକାରକ ହୋଇଥାଏ। ତେବେ କଳା ଚୁଡି ପିନ୍ଧିଲେ ଶନି ହେବଙ୍କ ପ୍ରକୋପର ସାମ୍ନା କରିବାକୁ ପଡିଥାଏ।
/wp:heading {"id":84125,"width":605,"height":380}


୩. ବିବାହିତା ମହିଳାଙ୍କୁ କେବଳ ଋପାର ପାଉଁଜି ପିନ୍ଧିବା ଉଚିତ୍‌। ବିବାହ ପରେ ସୁନାର ପାଉଁଜି ପିନ୍ଧିବା ଅନୁଚିତ୍‌। କାରଣ ସୁନା ଅଳଙ୍କାର ଗୋଡରେ ପିନ୍ଧିଲେ କୁବେର ରାଗି ଯାଆନ୍ତି। ଫଲରେ ମହିଳାଙ୍କୁ ଜୀବନରେ ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.