Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

5/05/2018 at 6:49 AM

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ | ଅଭିଯୋଗ ଆସିଛି ତେଲକୋଇ ଥାନା ଅନ୍ତର୍ଗତ ଟେଣ୍ଟଇନାଲି ଗାଁରୁ | ପୀଡିତା ଜଣକ ଜଣେ ଜନଜାତି ବର୍ଗର ବିବାହିତ ମହିଳା | ଗୁରୁବାର ରାତିରେ ମହିଳା ଜଣକ ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଥାନାରେ ଏତଲା ପରେ ଅଭିଯୁକ୍ତ ସୁଶୀଲ ନାଏକଙ୍କୁ ଗିରଫ କରିଛି ପୋଲିସ |

Leave a Reply

   Related Posts