ବିବାହ କରିଥିବା ବ୍ୟକ୍ତିମାନେ କେବି ବି ଭୁଲି ନ ଯାଆନ୍ତୁ ଖାଇବାକୁ ଅମୃତ ସମାନ ଏହି ୫ଟି ଜିନିଷ, ଆପଣଙ୍କ ସ୍ତ୍ରୀ ପୌରୁଷତା ଉପରେ ଉଠାଇ ପାରିବ ନାହିଁ ପ୍ରଶ୍ନ

Published By : Prameya-News7 Bureau | February 06, 2019 IST

ବୈବାହିକ ଜୀବନ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ । ଏହି ସମୟରେ ଯଦି ଖାଇବା-ପିଇବା-ଶୋଇବାର ସନ୍ତୁଳନତା ରକ୍ଷା ନ କରନ୍ତି , ତା ହେଲେ ଆପଣ ବି ଭୋଗି ପାରନ୍ତି ବହୁତ ଅସୁବିଧା । କାରଣ ଖାଦ୍ୟ-ପାନୀୟ ମଣିଷର ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ , ତା ପରେ ବୈବାହିକ ଜୀବନ ପାଇଁ ମଧ୍ୟ ଏହା ଆହୁରି ମହତ୍ତ୍ଵପୂର୍ଣ୍ଣ । ଯଦି ଆପଣ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦେଉ ନାହାଁନ୍ତି, ତା ହେଲେ ବୈବାହିକ ଜୀବନକୁ ରଂଗୀନ କରିପାରିବେ ନାହିଁ । ଆପଣଙ୍କ ସ୍ତ୍ରୀ ଯଦି ବୈବାହିକ ଜୀବନରେ ସନ୍ତୁଷ୍ଟ ନୁହେଁ, ତା ହେଲେ ନିରର୍ଥକ ପାଲଟିଯିବ ଜୀବନ ।

{"id":82523}

ମନେ ରଖନ୍ତୁ ଏହି ସବୁ କଥା ।  ପ୍ରତ୍ୟେକ ଦିନ ନ ହେଲେ ବି, ସମୟ ସୁବିଧାରେ ସନ୍ତୁଳନ କଲାପରି ଏହି ସବୁ ଜିନିଷକୁ ଖାଆନ୍ତୁ, ଦେଖିବେ ଆପଣଙ୍କ ଶରୀରର ତାକତ୍ କେତେ ପରିମାଣରେ ବୃଦ୍ଧି ପାଉଛି ।

{"id":82524}

---- କଦଳୀରେ ପଟାସିୟମ ଓ ବି୬ ପ୍ରଚୁର ପରିମାଣରେ ମହଜୁଦ୍ ଥାଏ । ଏହା ଖାଇଲେ ଆମ ଶରୀରର ଲଭ ହର୍ମୋନ କ୍ଷରିତ କରିବାର ସାହାର୍ଯ୍ୟ କରିଥାଏ ।

{"id":82525}

---ରେଡ଼୍ ମିଟ ଖାଇବା ଦ୍ଵାରା ଏଲ- କାର୍ନିଟିନ ନାମକ ଏକ ପ୍ରଭାବୀ ତତ୍ତ୍ଵ ଥାଏ । ଯାହା ଶାରୀରିକ ସଂବନ୍ଧ ରଖିବାକୁ ସାହାର୍ଯ୍ୟ କରିଥାଏ । ରେଡ଼୍ ମିଟରେ ମଧ୍ୟ ପୁରୁଷମାନଙ୍କର ଷ୍ଟେଟୋଷ୍ଟେରନ ସ୍ତରକୁ ବଢ଼ାଇ ଥାଏ, ଯାହା ବୈବାହିକ  ଜୀବନକୁ ସୁଖମୟ କରିଥାଏ ।

{"id":82526}

--- ଚକୋଲେଟରେ ଫିନଲେଥୌଲାମିନ ନାମକ ଏକ ତତ୍ତ୍ଵ ଥାଏ, ଯାହା ନିଜ ଭିତରେ ଯୌନ ପ୍ରବଣତା ବଢ଼ାଇଥାଏ ଓ ବୈବାହିକ ଜୀବନର ମଧୁରତା ଆଣିଥାଏ ।

{"id":82527}
intimate moments of a young indian couple

---ରଶୁଣ ଖାଇବା ନିହାତି ଜରୁରୀ । ବୈବାହିକ ଜୀବନରେ ରଶୁଣ ଖାଇବା ଦ୍ଵାରା ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ । ଯାହା ନିଜର ଯୌନ ଅକ୍ଷମତା ଦୂରେଇବାରେ ସାହାର୍ଯ୍ୟ କରିଥାଏ ।

{"id":82528}

---ପାଳଙ୍ଗ ଶାଗ ଖାଇବା ନିହାତି ଜରୁରୀ । ଏଥିରେ ହାଇ ପ୍ରୋଟିନ ସହିତ ଆଇରନ ମଧ୍ୟ ଥାଏ । ଏହି ଶାଗ ଖାଇଲେ ରକ୍ତ ସଂଚାଳନ ଠିକଭାବରେ ହେବା ସହିତ ଶରୀରର ବଳ ମଧ୍ୟ ଅଧିକ ହେବ ।

{"id":82529}

ଆପଣ ବିବାହିତ ଅଛନ୍ତି ଯଦି ଏହି ସବୁ ଜିନିଷକୁ ଦିଅନ୍ତୁ ଗୁରୁତ୍ଵ । ତା ହେଲେ କୌଣସି ଅସୁବିଧାରେ ପଡ଼ିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.