Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହ କରିଥିବା ବ୍ୟକ୍ତିମାନେ କେବି ବି ଭୁଲି ନ ଯାଆନ୍ତୁ ଖାଇବାକୁ ଅମୃତ ସମାନ ଏହି ୫ଟି ଜିନିଷ, ଆପଣଙ୍କ ସ୍ତ୍ରୀ ପୌରୁଷତା ଉପରେ ଉଠାଇ ପାରିବ ନାହିଁ ପ୍ରଶ୍ନ

ବୈବାହିକ ଜୀବନ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ । ଏହି ସମୟରେ ଯଦି ଖାଇବା-ପିଇବା-ଶୋଇବାର ସନ୍ତୁଳନତା ରକ୍ଷା ନ କରନ୍ତି , ତା ହେଲେ ଆପଣ ବି ଭୋଗି ପାରନ୍ତି ବହୁତ ଅସୁବିଧା । କାରଣ ଖାଦ୍ୟ-ପାନୀୟ ମଣିଷର ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ , ତା ପରେ ବୈବାହିକ ଜୀବନ ପାଇଁ ମଧ୍ୟ ଏହା ଆହୁରି ମହତ୍ତ୍ଵପୂର୍ଣ୍ଣ । ଯଦି ଆପଣ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦେଉ ନାହାଁନ୍ତି, ତା ହେଲେ ବୈବାହିକ ଜୀବନକୁ ରଂଗୀନ କରିପାରିବେ ନାହିଁ । ଆପଣଙ୍କ ସ୍ତ୍ରୀ ଯଦି ବୈବାହିକ ଜୀବନରେ ସନ୍ତୁଷ୍ଟ ନୁହେଁ, ତା ହେଲେ ନିରର୍ଥକ ପାଲଟିଯିବ ଜୀବନ ।

ମନେ ରଖନ୍ତୁ ଏହି ସବୁ କଥା ।  ପ୍ରତ୍ୟେକ ଦିନ ନ ହେଲେ ବି, ସମୟ ସୁବିଧାରେ ସନ୍ତୁଳନ କଲାପରି ଏହି ସବୁ ଜିନିଷକୁ ଖାଆନ୍ତୁ, ଦେଖିବେ ଆପଣଙ୍କ ଶରୀରର ତାକତ୍ କେତେ ପରିମାଣରେ ବୃଦ୍ଧି ପାଉଛି ।

—- କଦଳୀରେ ପଟାସିୟମ ଓ ବି୬ ପ୍ରଚୁର ପରିମାଣରେ ମହଜୁଦ୍ ଥାଏ । ଏହା ଖାଇଲେ ଆମ ଶରୀରର ଲଭ ହର୍ମୋନ କ୍ଷରିତ କରିବାର ସାହାର୍ଯ୍ୟ କରିଥାଏ ।

—ରେଡ଼୍ ମିଟ ଖାଇବା ଦ୍ଵାରା ଏଲ- କାର୍ନିଟିନ ନାମକ ଏକ ପ୍ରଭାବୀ ତତ୍ତ୍ଵ ଥାଏ । ଯାହା ଶାରୀରିକ ସଂବନ୍ଧ ରଖିବାକୁ ସାହାର୍ଯ୍ୟ କରିଥାଏ । ରେଡ଼୍ ମିଟରେ ମଧ୍ୟ ପୁରୁଷମାନଙ୍କର ଷ୍ଟେଟୋଷ୍ଟେରନ ସ୍ତରକୁ ବଢ଼ାଇ ଥାଏ, ଯାହା ବୈବାହିକ  ଜୀବନକୁ ସୁଖମୟ କରିଥାଏ ।

— ଚକୋଲେଟରେ ଫିନଲେଥୌଲାମିନ ନାମକ ଏକ ତତ୍ତ୍ଵ ଥାଏ, ଯାହା ନିଜ ଭିତରେ ଯୌନ ପ୍ରବଣତା ବଢ଼ାଇଥାଏ ଓ ବୈବାହିକ ଜୀବନର ମଧୁରତା ଆଣିଥାଏ ।

intimate moments of a young indian couple

—ରଶୁଣ ଖାଇବା ନିହାତି ଜରୁରୀ । ବୈବାହିକ ଜୀବନରେ ରଶୁଣ ଖାଇବା ଦ୍ଵାରା ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ । ଯାହା ନିଜର ଯୌନ ଅକ୍ଷମତା ଦୂରେଇବାରେ ସାହାର୍ଯ୍ୟ କରିଥାଏ ।

—ପାଳଙ୍ଗ ଶାଗ ଖାଇବା ନିହାତି ଜରୁରୀ । ଏଥିରେ ହାଇ ପ୍ରୋଟିନ ସହିତ ଆଇରନ ମଧ୍ୟ ଥାଏ । ଏହି ଶାଗ ଖାଇଲେ ରକ୍ତ ସଂଚାଳନ ଠିକଭାବରେ ହେବା ସହିତ ଶରୀରର ବଳ ମଧ୍ୟ ଅଧିକ ହେବ ।

ଆପଣ ବିବାହିତ ଅଛନ୍ତି ଯଦି ଏହି ସବୁ ଜିନିଷକୁ ଦିଅନ୍ତୁ ଗୁରୁତ୍ଵ । ତା ହେଲେ କୌଣସି ଅସୁବିଧାରେ ପଡ଼ିବେ ନାହିଁ ।

620 Views

   ସମ୍ବନ୍ଧିତ ଖବର