ବାଜପେୟୀଙ୍କ ଶୋକରେ ଦୋକାନବଜାର ବନ୍ଦ
17/08/2018 at 7:44 AM

ଭଦ୍ରକ୧୭/୮: ଭଦ୍ରକ ଜିଲ୍ଲା ଧାମନଗର ଓ ଅସୁରାଳିଠାରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶୋକରେ ଦୋକାନ ବଜାର ବନ୍ଦ କରାଯାଇଛି। ଅସୁରାଳି ବଣିକ ସଂଘ ତରଫରୁ ଏହି ବନ୍ଦ ପାଳନ କରାଯାଇଛି ।ଧାମନଗର ଠାରେ ସମସ୍ତ ଦୋକାନୀ ଏକାଠି ହୋଇ ବାଜପେୟୀ ଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।