Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

କଟକ ରେଲୱେ ଷ୍ଟେସନରୁ ୨ ଲକ୍ଷ ଟଙ୍କାର ଭାଙ୍ଗ ଜବତ

2/08/2018 at 11:41 AM

କଟକ ରେଲୱେ ଷ୍ଟେସନରୁ ୨ ଲକ୍ଷ ଟଙ୍କାର ଭାଙ୍ଗ ଜବତ । ପାଟଣା-ପୁରୀ ବୈଦ୍ୟନାଥ ଏକ୍ସପ୍ରେସରୁ ଭାଙ୍ଗ ଜବତ କରିଛି କଟକ ଜିଲ୍ଲା ଅବକାରୀ ସ୍କାର୍ଡ । ଭାଙ୍ଗ ଚାଲଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ହେଲେ ଜଗତସିଂହପୁର ଗୋକୁଳପୁର ଅଞ୍ଚଳର ମାନସ ରଞ୍ଜନ ସିଂହ । ବିହାର ପାଟଣାରୁ ଭାଙ୍ଗ ଓଡ଼ିଶା ଚାଲାଣ ହେଉଥିଲା । ସେପଟେ ଅବକାରୀ ବିଭାଗ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଏକରୁଖି ଅଞ୍ଚଳରୁ ୨ କେଜି ଗଞ୍ଜେଇ ସହ ଜଣକୁ ଗିରଫ କରିଛି । କିନ୍ତୁ ଗଞ୍ଜେଇ ଚାଲାଣ ସହ କୌଣସି ସମ୍ପର୍କ ନାହିଁ ବୋଲି ଗିରଫ ଅଭିଯୁକ୍ତ କହିଛନ୍ତି ।

   Related Posts