ବୁଧବାରଠାରୁ ଖୋଲିବ ଭୁବନେଶ୍ବର ମାର୍କେଟ ବିଲଡିଂ
16/06/2020 at 9:06 PM

ଭୁବନେଶ୍ବର୧୬/୬: କାଲିଠୁ ଖୋଲିବ ଭୁବନେଶ୍ବର ମାର୍କେଟ ବିଲଡିଂ। କରୋନା କଟକଣା ନିୟମ ଉଲଂଘନ ନେଇ ମାର୍କେଟ ବିଲଡିଂକୁ ସିଲ୍ କରାଯାଇଥିଲା। ବିଏମସି କର୍ତ୍ତୃପକ୍ଷ ଓ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ।କୋଭିଡ ନିୟମ ପାଳନ କରିବାକୁ ବିଏମ୍ସି ଦୋକାନୀଙ୍କୁ ପରାମର୍ଶ ଦେଇଛନ୍ତି।BMC ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ସୂଚନା ଦେଇଛନ୍ତି।
Related Posts
ଅଭାବନୀୟ ଘଟଣା, ସାମାନ୍ୟ ଝଗଡାକୁ ନେଇ ଭାଇକୁ ତୀର ମାରିଲା ଭାଇ
17 January 2021