Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

୧୫ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଅଭିନେତ୍ରୀ ଗିରଫ

2/12/2019 at 11:06 AM

ନୂଆଦିଲ୍ଲୀ ୨/୧୨: ମରାଠୀ ଅଭିନେତ୍ରୀ ସାରା ଶ୍ରବଣଙ୍କ ବିରୋଧରେ ତାଙ୍କ ସାଥୀ ଅଭିନେତା ୧୫ଲକ୍ଷ ଟଙ୍କା ହଡ଼ପ କରିଥିବାର ଅଭିଯୋଗ କରିଛନ୍ତି। ପୁଣେ ପୋଲିସ୍ ମଧ୍ୟ ସାରାଙ୍କୁ ଏହି ମାମଲାରେ ଗିରଫ କରିଛି। ଏହି ମାମଲାରେ ଏ​ବେ ଯାଏଁ ୪ଜଣଙ୍କୁ ଗିରଫ କରାଯାଇଛି।

 ପୋଲିସର କହିବା ଅନୁସାରେ ସାରା ଅଭିନେତା ସୁଭାଷ ଯାଦବଙ୍କ କାମ କରିଥିଲେ ଏବଂ ଫିଲ୍ମ ରିଲିଜ ହେବା ପରେ ତାଙ୍କ ବିରୋଧରେ ଅସଦାଚରଣ ମାଲା ରୁଜୁ କରିଥିଲେ।

   Related Posts