୧୫ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଅଭିନେତ୍ରୀ ଗିରଫ

Published By : Prameya-News7 Bureau | December 02, 2019 IST

ନୂଆଦିଲ୍ଲୀ ୨/୧୨: ମରାଠୀ ଅଭିନେତ୍ରୀ ସାରା ଶ୍ରବଣଙ୍କ ବିରୋଧରେ ତାଙ୍କ ସାଥୀ ଅଭିନେତା ୧୫ଲକ୍ଷ ଟଙ୍କା ହଡ଼ପ କରିଥିବାର ଅଭିଯୋଗ କରିଛନ୍ତି। ପୁଣେ ପୋଲିସ୍ ମଧ୍ୟ ସାରାଙ୍କୁ ଏହି ମାମଲାରେ ଗିରଫ କରିଛି। ଏହି ମାମଲାରେ ଏ​ବେ ଯାଏଁ ୪ଜଣଙ୍କୁ ଗିରଫ କରାଯାଇଛି।

{"id":192809,"sizeSlug":"large"}

 ପୋଲିସର କହିବା ଅନୁସାରେ ସାରା ଅଭିନେତା ସୁଭାଷ ଯାଦବଙ୍କ କାମ କରିଥିଲେ ଏବଂ ଫିଲ୍ମ ରିଲିଜ ହେବା ପରେ ତାଙ୍କ ବିରୋଧରେ ଅସଦାଚରଣ ମାଲା ରୁଜୁ କରିଥିଲେ।

{"id":192813,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.