Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଏହି ଅଭିନେତ୍ରୀଙ୍କୁ ବିଧାନସଭା ଟିକଟ ଦେଲା ଶିବସେନା

9/10/2019 at 4:15 PM

ମୁମ୍ବାଇ ୯/୧୦: ମହାରାଷ୍ଟ୍ରର ବିଧାନସଭା ନିର୍ବାଚନରେ ଏବେ ମରାଠୀ ଫିଲ୍ମର ଅଭିନେତ୍ରୀ ଦୀପାଲି ସଇଦଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ପଛରେ କାରଣ ହେଉଛି ଏହା ଯେ ସେ ଅନ୍ତିମ ମୁହୂର୍ତ୍ତରେ ଶିବସେନାରେ ଯୋଗ ଦେଇଛନ୍ତି। ଶିବସେନାରେ ଯୋଗ ଦେବା ପରେ ତାଙ୍କୁ ବିଧାନସଭା ନିର୍ବାଚନର ଟିକେଟ ମିଳିଛି।

ସେ ମୁମ୍ବ୍ରା-କଲଓ୍ବାରୁ ନିର୍ବାଚନ ଲଢ଼ୁଛନ୍ତି। ସେ ରାକାମ୍ପାର ବରିଷ୍ଠ ନେତା ଜିତେନ୍ଦ୍ର ଆବ୍ହାଡ଼ଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ। ଦୀପାଲିଙ୍କୁ ଜିତେନ୍ଦ୍ର ସ୍ବାଗତ କରିଛନ୍ତି ଏବଂ କହିଛନ୍ତି ଯେ ‘ ସେ ତାଙ୍କ ଭଉଣୀ ପରି ଏବଂ ନିର୍ବାଚନ ପରେ ସେ ତାଙ୍କ ଭଉଣୀଙ୍କୁ ସମ୍ମାନ ଏବଂ ଇଜ୍ଜତ ସହକାରେ ଶାଶୁ ଘରକୁ ବିଦା କରିବେ।’

ସୋଶିଆଲ ମିଡିଆର ସବୁ ପ୍ଲାଟଫର୍ମରେ ତାଙ୍କର ଅନେକ ଫଲୋଅର ଅଛନ୍ତି। କେବଳ ଏତିକ ନୁହେଁ ତାଙ୍କୁ ଇନଷ୍ଟା କୁଇନ୍ ମଧ୍ୟ କୁହାଯାଏ। ନିଜ ଅଙ୍ଗଭଙ୍ଗୀ ଦ୍ବାରା ମରାଠୀ ଦର୍ଶକଙ୍କ ଗହଣରେ ନିଜର ଏକ ଖାସ୍ ପରିଚୟ ସୃଷ୍ଟି କରି ପାରିଛନ୍ତି ସେ। ଦୀପାଲି ଅନେକ ମରାଠୀ ଫିଲ୍ମରେ ଅଭିନୟ କରିଛନ୍ତି।

   Related Posts