Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଲିସ୍ ନିକଟରେ ମାଓବାଦୀର ଆତ୍ମସମର୍ପଣ

23/08/2020 at 5:34 PM

ମାଲକାନଗିରି୨୩ ।୮: ପୁଲିସ୍ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ। ମାଲକାନଗିରି ଜିଲ୍ଲା ପୁଲିସ୍ ନିକଟରେ ମାଓବାଦୀ ମହାଦେବ ମାଡକାମୀ ଓରଫ ମନୁର ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ୫ ବର୍ଷ ଧରି ମନୁ ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ସେ ମହୁପଦର ଡିଭିଜନରେ ପାର୍ଟିର ସଦସ୍ୟ ଥିଲେ।

   Related Posts