Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁନିଗୁଡାରେ ମାଓ ପୋଷ୍ଟର : ପୋଲିସ ଓ ସିଆରପିଏଫ ଯବାନଙ୍କୁ ବିରୋଧ

28/08/2018 at 12:36 AM

ରାୟଗଡ଼ା ୨୮।୮ : ରାୟଗଡ଼ା ଜିଲ୍ଲା ମୁନିଗୁଡାରେ ଲାଗିଛି ମାଓପୋଷ୍ଟର। ରାଜୁଲଗୁଡା ଓ ଭୁର୍ଷିଖୁମା ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର ଓ ଦୋକାନରେ ଲାଗିଛି ପୋଷ୍ଟର । ପୋଲିସ ଓ ସିଆରପିଏଫ ଯବାନଙ୍କୁ ବିରୋଧ କରି ୪ଟି ପୋଷ୍ଟର ଲାଗିଥିବା ଜଣାପଡ଼ିଛି । ମାଓବାଦୀମାନେ ଗରିବ ଆଦିବାସୀଙ୍କ ପାଇଁ କାମ କରୁଥିବା ଚିଠିରେ ଉଲ୍ଲେଖ ରହିଛି । ମାଓ ପୋଷ୍ଟର ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

   Related Posts