ମୁନିଗୁଡାରେ ମାଓ ପୋଷ୍ଟର : ପୋଲିସ ଓ ସିଆରପିଏଫ ଯବାନଙ୍କୁ ବିରୋଧ

Published By : Prameya-News7 Bureau | August 28, 2018 IST

ରାୟଗଡ଼ା ୨୮।୮ : ରାୟଗଡ଼ା ଜିଲ୍ଲା ମୁନିଗୁଡାରେ ଲାଗିଛି ମାଓପୋଷ୍ଟର। ରାଜୁଲଗୁଡା ଓ ଭୁର୍ଷିଖୁମା ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର ଓ ଦୋକାନରେ ଲାଗିଛି ପୋଷ୍ଟର । ପୋଲିସ ଓ ସିଆରପିଏଫ ଯବାନଙ୍କୁ ବିରୋଧ କରି ୪ଟି ପୋଷ୍ଟର ଲାଗିଥିବା ଜଣାପଡ଼ିଛି । ମାଓବାଦୀମାନେ ଗରିବ ଆଦିବାସୀଙ୍କ ପାଇଁ କାମ କରୁଥିବା ଚିଠିରେ ଉଲ୍ଲେଖ ରହିଛି । ମାଓ ପୋଷ୍ଟର ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.