ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୯ କୋଭିଡ୍ ପଜିଟିଭ୍
  • ||

ସମ୍ବଲପୁର ଦଡଭାଲୁଚୁଆଁ ଜଙ୍ଗଲରୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ

11/10/2018 at 3:04 PM

ସମ୍ବଲପୁର ୧୧|୧୦:  ସମ୍ବଲପୁର ଦେବଗଡ ସୀମା ଦଡଭାଲୁଚୁଆଁ ଜଙ୍ଗଲରୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ ହୋଇଛି । କୁମ୍ବିଂ ଅପରେସନ ବେଳେ ସିଆରପିଏଫ୍ ଯବାନ ମାନେ ଏସବୁ ସାମଗ୍ରୀ ପାଇଛନ୍ତି । ୪୯ଟି ଜିଲୋଟିନ୍ ଷ୍ଟିକ୍, ୪୫ଟି ଡିଟୋନେଟର୍, ବ୍ୟାଟେରୀ, ଔଷଧ ସମେତ ମାଓବାଦୀ ବ୍ୟବହାର କରୁଥିବା ବହୁ ସାମଗ୍ରୀ ଜବତ ହୋଇଛି । ଏହି ଜଙ୍ଗଲରେ ମାଓବାଦୀ ଗତିବିଧି ସକ୍ରିୟ ଥିବା ସ୍ପଷ୍ଟ ହୋଇଛି ।

   Related Posts