ସମ୍ବଲପୁର ଦଡଭାଲୁଚୁଆଁ ଜଙ୍ଗଲରୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ
11/10/2018 at 3:04 PM

ସମ୍ବଲପୁର ୧୧|୧୦: ସମ୍ବଲପୁର ଦେବଗଡ ସୀମା ଦଡଭାଲୁଚୁଆଁ ଜଙ୍ଗଲରୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ ହୋଇଛି । କୁମ୍ବିଂ ଅପରେସନ ବେଳେ ସିଆରପିଏଫ୍ ଯବାନ ମାନେ ଏସବୁ ସାମଗ୍ରୀ ପାଇଛନ୍ତି । ୪୯ଟି ଜିଲୋଟିନ୍ ଷ୍ଟିକ୍, ୪୫ଟି ଡିଟୋନେଟର୍, ବ୍ୟାଟେରୀ, ଔଷଧ ସମେତ ମାଓବାଦୀ ବ୍ୟବହାର କରୁଥିବା ବହୁ ସାମଗ୍ରୀ ଜବତ ହୋଇଛି । ଏହି ଜଙ୍ଗଲରେ ମାଓବାଦୀ ଗତିବିଧି ସକ୍ରିୟ ଥିବା ସ୍ପଷ୍ଟ ହୋଇଛି ।
Related Posts
ସାଙ୍ଗ ହେବ ତ ଏମିତି, ଭୂମିକମ୍ପରେ ବି ଏକାଠି
29 May 2022
ଫୁଲ ନୁହେଁ ସାପ ବରମାଳା, ଜୀବନ୍ତ ସାପ ପିନ୍ଧାଇ ବାହାଘର
29 May 2022