ମାଓବାଦୀ ନାଁରେ ଧମକପୂର୍ଣ ଚିଠି

Published By : Prameya-News7 Bureau | April 22, 2018 IST

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ଥିବା ଷ୍ଟିଲ ପ୍ଲାଣ୍ଟକୁ ମାଓବାଦୀ ନାଁରେ ଧମକପୂର୍ଣ ଚିଠି ଚିଠିରେ ୩ କୋଟି ଟଙ୍କା ଦେବାକୁ ନିର୍ଦେଶ ଦିଆଯାଇଛି ଚିଠିଟି ହିନ୍ଦୀ ଓ ନାଲି କାଳିରେ ଲେଖା ଯାଇଛି ପୋଲିସରେ ନଜଣାଇବାକୁ ଧମକ ମଧ୍ୟ ଦିଆଯାଇଛି ଚିଠି ପାଇବା ପରେ ନୟାକୋର୍ଟ ଥାନାରେ ଅଭିଯୋଗ କରାଯାଇଛି ପୋଲିସ ଘଟଣାର ତଦନ୍ତ କରୁଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.