Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲିସ ଇନ୍‌ଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳିକରି ହତ୍ୟା

28/04/2019 at 10:22 AM

କନ୍ଧମାଳ ୨୮|୪: କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ ।ପୋଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ମାଓବାଦୀ ଗୁଳି କରି ହତ୍ୟା କରିଛନ୍ତି । କନ୍ଧମାଳ ଫିରିଙ୍ଗିଆ ଥାନା ଟିଲରପଙ୍ଗା ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି କୈଳାସ ଦିଗାଲ । ବିଳମ୍ବିତ ରାତିରେ ତାଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଛି । ଘଟଣାସ୍ଥଳରୁ ମାଓ ପୋଷ୍ଟର ମଧ୍ୟ ଉଦ୍ଧାର କରାଯାଇଛି ।

   Related Posts