ପୋଲିସ ଇନ୍‌ଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳିକରି ହତ୍ୟା

Published By : Prameya-News7 Bureau | April 28, 2019 IST

କନ୍ଧମାଳ ୨୮|୪: କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ ।ପୋଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ମାଓବାଦୀ ଗୁଳି କରି ହତ୍ୟା କରିଛନ୍ତି । କନ୍ଧମାଳ ଫିରିଙ୍ଗିଆ ଥାନା ଟିଲରପଙ୍ଗା ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି କୈଳାସ ଦିଗାଲ । ବିଳମ୍ବିତ ରାତିରେ ତାଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଛି । ଘଟଣାସ୍ଥଳରୁ ମାଓ ପୋଷ୍ଟର ମଧ୍ୟ ଉଦ୍ଧାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.