ଛତିଶଗଡ ସୀମାରେ ମାଓ ଶିବିର ଧ୍ବଂସ
9/02/2019 at 2:34 PM

ମାଲକାନଗିରି ୯|୨: ଛତିଶଗଡ ସୀମାରେ ମାଓ ଶିବିର ଧ୍ବଂସ । ସୁକୁମା ଜିଲ୍ଲାର ଚିନ୍ତଲୱାଡା ଜଙ୍ଗଲରେ ଶିବିର ଚାଲିଥିଲା । ସିଆରପିଏଫ୍, ଏସଟିଏଫ୍ ଓ ଡିଆରଜି ବାହିନୀର ମିଳିତ ଅପରେସନ ବେଳେ ମାଓ ଶିବିର ଠାବ ହୋଇଥିଲା । ଗତ ୧ ମାସ ଧରି ଦୁଲେଡ ଗାଁ ନିକଟରେ ମାଓବାଦୀ ମାନେ କ୍ୟାମ୍ପ କରିଥିଲେ । ମାଓ ଶିବିରରେ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ, ମାରଣାସ୍ତ୍ର ଜବତ କରାଯାଇଛି ।
Related Posts
ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ବାପା ମୃତ, ଝିଅ ଗୁରୁତର
20 January 2021
ନାମୀଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ ଜବତ, ଜଣେ ମହିଳା ଗିରଫ
20 January 2021