Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ମାଲକାନଗିରି-ଆନ୍ଧ୍ର ସୀମାନ୍ତରେ ପୁଣି ଲାଲ୍ ହିଂସା ; ବସ୍ ଓ ଟ୍ରକ୍ ପୋଡିଦେଲେ ମାଓବାଦୀ

30/01/2019 at 10:30 AM

ମାଲକାନଗିରି ୩୦|୧:  ମାଲକାନଗିରି-ଆନ୍ଧ୍ର ସୀମାନ୍ତରେ ପୁଣି ଲାଲ୍‌ ହିଂସା ଦେଖାଦେଇଛି । ନକ୍ସଲପନ୍ଥୀଙ୍କ ପ୍ରତିବାଦ ସପ୍ତାହରେ ପୁଣି ଗାଡି ପୋଡିଛନ୍ତି ମାଓବାଦୀ । ଗୋଟିଏ ବସ୍ ଓ ଟ୍ରକକୁ ପୋଡି ଦେଲେ ମାଓବାଦୀ । ଛତିଶଗଡ କୁଣ୍ଟାରୁ ଆନ୍ଧ୍ରପ୍ରଦେଶ ତାନ୍ଦୁରକୁ ଯାଉଥିବା ଏକ ସରକାରୀ ଓ ଗୋଟିଏ ଟ୍ରକକୁ ଜାଳି ଦେଇଛନ୍ତି । ଜିଣ୍ଟୁର ଥାନା ଅନ୍ତର୍ଗତ ସାରିଭେଲା ଗାଁ ନିକଟରେ ପୋଡି ଦେଇଛନ୍ତି ଗାଡି ।

ଗତକାଲି ମାଲକାନଗିରି ମହୁପଦରରେ ଏକ ଯାତ୍ରୀବାହୀ ବସକୁ ନିଆଁ ଲଗାଇ ପୋଡି ଦେଇଥିଲେ ମାଓବାଦୀ । ୨୮ ତାରିଖ ରାତିରେ ଛତିଶଗଡ ଦୋରନାପାଲଠାରେ ଏକ ଟ୍ରକକୁ ମଧ୍ୟ ପୋଡି ଦେଇଥିଲେ ।

   Related Posts