Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ମାଓବାଦୀ –ପୋଲିସ ମଧ୍ୟର ଗୁଳିବିନିମୟ : କ୍ରସର କର୍ମଚାରୀ ଆହତ

7/11/2019 at 7:33 AM

ଲମତାପୁଟ ୭।୧୧: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଏକ କ୍ରସର ନିକଟରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ମାଓବାଦୀଙ୍କ ଗୁଳିରେ କ୍ରସର କର୍ମଚାରୀ ପ୍ରସାଦ ରାଓ ଆହତ ହୋଇଛନ୍ତି । ପ୍ରସାଦଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି ।

ସୂଚନାଯୋଗ୍ୟ ଯେ , ବୁଧବାର ରାତି ପ୍ରାୟ 10 ଟାରେ ନନ୍ଦପୁର ବ୍ଲକ ସିଲପଣ୍ଡି ପଥର କ୍ରସରରେ ଗୁଳି ବିନିମୟ ହୋଇଥିଲା । ମାଓବାଦୀ –ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀ କ୍ରସରର ସାଇଡ୍ ଇଞ୍ଜିନିୟର ପ୍ରସାଦ ରାଓଙ୍କ ଗୋଡକୁ ପ୍ରାୟ 5ଟି ଗୁଳି ମାରିଥିଲେ ।  କ୍ରସର କର୍ମଚାରୀ ଆହତ ହେବାର ସୁଯୋଗ ନେଇ  ମାଓବାଦୀ ଖସି ପଳେଇ ଯିବାର ସକ୍ଷମ ହୋଇଥିଲେ।

ପୋଲିସ ଘଟଣାସ୍ଥଳରୁ କ୍ରସର କର୍ମଚାରୀଙ୍କ ସହ ପ୍ରସାଦ ରାଓଙ୍କୁ ଆଶା କିରଣ ହସ୍ପିଟାଲକୁ ଆଣିଥିଲେ। ସେଠାରେ କୋରାପୁଟ ଜିଲ୍ଲାର SP ପ୍ରସାଦ ରାଓଙ୍କୁ ପ୍ରାଥମିକ ଚିକିତ୍ସା ପରେ ସଂଗେ ସଙ୍ଗେ କୋରାପୁଟ ଜିଲ୍ଲା ଡାକ୍ତର ଖାନା କୁ ସ୍ଥାନାନ୍ତର କରିଥିଲେ।  ଗତ ରାତିରେ  ପ୍ରସାଦ ରାଓ ବସିଥିବା ସମୟରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଅନୁମାନ କରୁଛନ୍ତି । କ୍ରସର କର୍ମଚାରୀ ଙ୍କ ସୂଚନା ଅନୁସାରେ କ୍ରସର ବନ୍ଦ ମଧ୍ୟ କରାଇଥିଲେ  ମାଓବାଦୀ ।

   Related Posts