ମାଓ ସହିଦ ସପ୍ତାହରେ ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍

Published By : Prameya-News7 Bureau | July 28, 2021 IST

ମାଲକାନଗିରି ୨୮/୭ : ଝାଡଖଣ୍ଡରୁ ଛତିଶଗଡ଼ ପରେ ଓଡ଼ିଶା ସବୁଠି ଏବେ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ ଲାଗି ଆୱାନ । ବିଭିନ୍ନ ଜାଗାରେ ମାଓ ପୋଷ୍ଟର ଜାରି କରାଯାଇଛି ତ ମାଲକାଗିରିରେ ମାଓ ନେତା ଜାରି କରିଛନ୍ତି ଅଡ଼ିଓ ଟେପ୍ । ମାଲକାନଗିରି କୋରାପୁଟ ମାଓ ଡ଼ିଭିଜନର ମାଓ ନେତା ରାକେଶ ତେଲୁଗୁ ଭାଷାରେ ସହୀଦ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆୱାନ ଦେଇଛନ୍ତି ।

wp:gallery {"ids":[486937],"linkTo":"none"} /wp:gallery

ଯବାନଙ୍କ ଉପରେ ବର୍ଷିବା ସହିତ ଗ୍ରାମାଞ୍ଚଳରେ ଜଳ ଜଙ୍ଗଲ ପାଇଁ ଲଢେଇ ଜାରି ରଖିବେ ବୋଲି କୁହାଯାଇଛି । ଏହାକୁ ଦଅଷ୍ଟରେ ରଖି ମାଲକାନଗିରି ପୋଲିସ୍ ସୀମାବର୍ତ୍ତି ଅଞ୍ଚଳରେ ତିକ୍କଣ ନଜର ରଖିବା ସହିତ କମ୍ବିଂ ଅପରେଶନକୁ ଜୋରଦାର କରିଛି । ଆଜିଠୁ ଅର୍ଥାତ 28 ଜୁଲାଇ ଠୁ ଆସନ୍ତା ଅଗଷ୍ଟ 3 ତାରିଖ ପର୍ଯନ୍ତ ସହିଦ ସପ୍ତାହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.