ନର୍ଲାରେ ଲାଲ୍ ଆତଙ୍କ ; ମାଓ ପୋଷ୍ଟର ଠାବ

Published By : Prameya-News7 Bureau | February 21, 2019 IST

ନର୍ଲା ୨୧|୨: କଳାହାଣ୍ଡି ନର୍ଲାରେ ଲାଲ୍ ଆତଙ୍କ । ନର୍ଲା ଥାନା ଭୃଟ୍ରିଗଡ କଦମଗୁଡାଠାରେ ମାଓ ପୋଷ୍ଟର ଠାବ ହୋଇଛି । ସିଆରପିଏଫ ଓ ଏସଓଜି କମ୍ବିଂ ଅପରେସନ ନାଁରେ ଆଦିବାସୀଙ୍କୁ ନିର୍ଯାତନା ଦିଆଯାଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ପୁଲୱାମା ଆତଙ୍କି ହମଲା ପାଇଁ କେନ୍ଦ୍ରନୀତିକୁ ପୋଷ୍ଟରରେ ସମାଲୋଚନା କରାଯାଇଛି । ଏହି ପୋଷ୍ଟର ମାଧ୍ୟମରେ ସ୍ଥାନୀୟ ପୋଲିସ  ଇନଫର୍ମରଙ୍କୁ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.